ସମ୍ବଲପୁର: ସୁନା ଝିଅ ତ୍ରିଶା, ଆଫ୍ରିକା ତାଞ୍ଜାନିଆର କିଲିମାଂଜୋରୋ ପର୍ବତ ଆରୋହଣ କରି ଆଣିଲେ ଗୌରବ

ସମ୍ବଲପୁର(କେନ୍ୟୁଜ୍): ଓଡ଼ିଶା ପାଇଁ ଗୌରବ ଆଣିଲେ ସମ୍ବଲପୁର ଝିଅ ତ୍ରିଶା ଅଗ୍ରଓ୍ଵାଲ । ଆଫ୍ରିକା ତାଞ୍ଜାନିଆର କିଲିମାଂଜାରେ ପର୍ବତ ଆରୋହଣ କରି ସମ୍ବଲପୁର ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସମୁଦ୍ର ପତ୍ତନ ଠାରୁ ୧୯ ହଜାର ୩୪୧ ଫୁଟ ଉଚ୍ଚ ଶିଖର ଚଢିଛନ୍ତି । ବର୍ତ୍ତମାନ ସେ ଗ୍ଵାଲିୟର ସିନ୍ଧିୟା କନ୍ୟା ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ୮ଦିନର ଏହି ଗସ୍ତରେ ଭାରତର ବିଭିନ୍ନ ରାଜ୍ୟରୁ ୧୭ ଜଣ ଛାତ୍ରୀ ଭାଗ ନେଇଥଲେ ।trisha agrawal

Leave A Reply

Your email address will not be published.