ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବାଲୁକା କଳା l ପୁରୀ ବେଳାଭୂମିରେ ଏହି  ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l

ସ୍ୱାମୀ ବିବେକାନନ୍ଦଙ୍କ ଏକ ରଙ୍ଗୀନ  ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଆଜି ଜାତୀୟ ଯୁବଦିବସ ମଧ୍ଯ ପାଳନ କରାଯାଉଥିବାବେଳେ, ଯୁବକମାନଙ୍କୁ ନୂଆ ଭାରତ ଗଠନର ବାର୍ତ୍ତା ଦେଇଛନ୍ତି ଏହି ବାଲୁକା କଳା ମାଧ୍ୟମରେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.