୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସୋନପୁର ତରଭା ତହସିଲଦାର

ସୋନପୁର: ଲାଞ୍ଚ ନେଇ ଧରା ପଡିଲେ ତହସିଲଦାର। ସୋନପୁର ତରଭା ତହସିଲଦାର ସୁବ୍ରତ କୁମାର ବେହେରା, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ। ତେବେ ସବ୍ ରେଜିଷ୍ଟ୍ରାର ଦାୟିତ୍ୱରେ ମଧ୍ୟ ଅଛନ୍ତି ସୁବ୍ରତ।

ମିଳିଥିବା ସୂଚନା ମୁତାବକ, ଏକ ଜମି ରେଜିଷ୍ଟ୍ରେସନ କରାଇ ଦେବାକୁ ତହସିଲଦାର ଏହି ଲାଞ୍ଚ ନେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.