ଭୁବନେଶ୍ୱର (କେନ୍ୟୁଜ): କାଲି ଠାରୁ ଶ୍ରୀ ଲିଙ୍ଗରାଜ ଅପୂଜା ଉପାସ। ପୁଣି ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ ଲାଗି ରହିଥିବାରୁ ନୀତି ବନ୍ଦ ରହିଛି। ଗତକାଲି ସନ୍ଧ୍ୟା ଧୂପଠାରୁ ନୀତିକାନ୍ତି ବନ୍ଦ ରହିଛି। ଗତ ବର୍ଷ ଠାରୁ ଦୁଇ ନିଯୋଗ ଭିତରେ ବିବାଦ ଲାଗିଥିଲେ ବି ସମାଧାନ ହୋଇପାରିନି। ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ଦାୟୀ କରିଛନ୍ତି ସେବାୟତ । ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି ।