କିମ୍ସ ଅଡିଟୋରିୟମରେ ସ୍ୱଚ୍ଛ ସର୍ବେକ୍ଷଣ ଆଞ୍ଚଳିକ କର୍ମଶାଳା, ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା ସମେତ ବହୁ ବିଷିଷ୍ଟ ବ୍ୟକ୍ତି ବିଶେଷ

ଭୁବନେଶ୍ୱର(କେନ୍ୟଜ୍): କିମ୍ସ ଅଡିଟୋରିୟମରେ ସ୍ୱଚ୍ଛ ସର୍ବେକ୍ଷଣ ଆଞ୍ଚଳିକ କର୍ମଶାଳା । ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଅତିରିକ୍ତ ସଚିବ ଜିମାଥିଭାତନମ, ରାଷ୍ଟ୍ରୀୟ ମିଶନ ଯୁଗ୍ମ ସଚିବ ବିନୋଦ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ଉଦ୍ଦେଶ୍ୟ ସ୍ୱଚ୍ଛ ଓଡିଶା ହେଲେ ସୁସ୍ଥ ଓଡ଼ିଶା ରହିବ । ସବୁ ଜିଳ୍ଳାରେ MICRO COMPOSITE ସେଣ୍ଟର ଖୋଲାଯିବ । ସେହିପରି ସମସ୍ତେ ନିଜ ପରିବେଶ ନିଜେ ସଫା ରଖିବା ଉପରେ ମନ୍ତ୍ରୀ ପ୍ରତାପ ଜେନା ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.