ବେଆଇନ୍‌ ଇଟା ଭାଟି ଉପରେ ତହସିଲଦାରଙ୍କ ଚଢ଼ଉ

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ପ୍ରସ୍ତୁତ ହେଉଥିବା ଇଟା ଭାଟି ଉପରେ ଚଢ଼ଉ।ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଟି ଇଟା ପ୍ରସ୍ତୁତ ହେଉଥିବା ଅଭିଯୋଗ ହେବା ପରେ ଆଜି ଆନନ୍ଦପୁର ତହସିଲଦାର ଚଢ଼ଉ କରି ବେଆଇନ ଇଟା ପ୍ରସ୍ତୁତ କରୁଥିବା ଲୋକମାନଙ୍କୁ ତାଗିଦ୍‌ କରିଛନ୍ତି। ଏଥିସହ ଲୋକମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି।

ଇଟା ଭାଟିର ଧୂଆଁରେ ସାଧାରଣ ଜନଜୀବନ ଅସ୍ତ ବ୍ୟସ୍ତ ହେଉଥିବାରୁ ବେଆଇନ ଇଟା ଭାଟି ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.