ତାଳଚେର ଟିପ୍ପର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ନେଇ କୋଇଲା ପରିବହନ ବନ୍ଦ

talcher

ତାଳଚେର :  MCL କୁ କୋଇଲା ପରିବହନ ଠପ୍‌  ହୋଇଛି। ତାଳଚେର ଟିପ୍ପର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ନେଇ କୋଇଲା ପରିବହନ ବନ୍ଦ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିୟୋଜିତ ଥିବା ଟିପ୍ପରର ପରିବହନ ମୂଲ୍ୟ ବୃଦ୍ଧି କରିବା ଲାଗି ମାଲିକମାନେ ଦାବି କରି ଆସୁଛନ୍ତି । ହେଲେ ଏମସିଏଲ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଟିପ୍ପର, ତାର ଯନ୍ତ୍ରାଂଶ ଏବଂ ଡିଜେଲ ମୂଲ୍ୟ ବଢୁଛି । ଅନ୍ୟପଟେ MCL ନୂଆ ମୂଲ୍ୟ ଦେଉନଥିବାରୁ ଟିପ୍ପର ସଂଘ ଏହି ଆନ୍ଦୋଳନ ଜାରି ରଖିଛି । ଫଳରେ ସବୁ କୋଇଲାଖଣିରୁ କୋଇଲା ପରିବହନ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.