ଜାଲରେ ପଡିଲା ତେଲିଆ ମାଛ, ୧୯ ହଜାର ୨ ଶହ ଟଙ୍କାରେ ହେଲା ବିକ୍ରି

ବାଲେଶ୍ୱର(କେନ୍ୟୁଜ୍): ଜାଲରେ ପଡିଲା ତେଲିଆ ମାଛ । ବାଲେଶ୍ୱର ବଳରାମଗଡି ମାଛଧରା କେନ୍ଦ୍ରରେ ହୋଇଛି ତେଲିଆ ମାଛର ନିଲାମି । କେଜି ପ୍ରତି ୬ ହଜାର ୪ ଶହ ଟଙ୍କା ହିସାବରେ ୩ କେଜିର ମାଛ ୧୯ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି । ଜଣେ ପଶ୍ଚିମବଙ୍ଗ ବ୍ୟବସାୟୀ ଏହି ତେଲିଆ ମାଛକୁ କିମିଛନ୍ତି । ମେଡିସିନରେ ବ୍ୟବହାର ପାଇଁ ବାହାର ରାଜ୍ୟକୁ ଯିବ ଏହି ମାଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.