ଟିଟିଲାଗଡ଼ : ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଟିଟିଲାଗଡ଼(କେନ୍ୟୁଜ): ସଇଁତଲା ଥାନା ଡ଼ଙ୍ଗରମୁଣ୍ଡା ଜଙ୍ଗଲ ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଥିବା ଗଛରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ସଇଁତଲା ପୋଲିସ । ଉଭୟ ମୃତକ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉଛି । ଶବ ଜବତ କରି ପୋଲିସର ତଦନ୍ତ ଆରମ୍ଭ ହୋଇଛି। ତେବେ ମୃତ୍ୟୁର କାରଣ ଏବେ ଯାଏ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.