ବର୍ଷାରେ ବେହାଲ ବାଲେଶ୍ୱର : ଭାଙ୍ଗିଲା କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ

ବାଲେଶ୍ୱର (କେନ୍ୟୁଜ): ରେମୁଣା ବ୍ଲକ ଅନ୍ତର୍ଗତ କଳା ମାଟିଆ ପାହି ଅଞ୍ଚଳରେ ଅଘଟଣ । କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏକ ସେତୁ ଲଗାଣ ବର୍ଷା ଫଳରେ ଭୁଶୁଡ଼ି ପଡ଼ିଛି । କୋଷ୍ଟ କେନାଲ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ଥିବା ବେଳେ। ଦୀର୍ଘ ବର୍ଷର ଦାବି ପରେ ନିର୍ମାଣ ହୋଇଥିଲା ସେତୁ । ହେଲେ ସେତୁ ଟିକୁ ତରବରିଆ ନିର୍ମାଣ ଓ ଅଧିକ ରାଜନୀତିକ ହସ୍ତକ୍ଷେପ ଯୋଗୁଁ କାର୍ଯ୍ୟ ନିମ୍ନ ମନର ହୋଇଥିବା ଅଭିଯୋଗ ହେଇ ଆସୁଥିଲା ।

ସେତୁର ନିର୍ମାଣ ଶୈଳୀରେ ତ୍ରୁଟିକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ଜଣ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଆଜି ଲଗାଣ ବର୍ଷାରେ ସେତୁଟି ଭୁଶୁଡ଼ି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏବେ ପାହି ଅଞ୍ଚଳକୁ ଯିବା ଆସିବା ଦାବି ପରେ ନିର୍ମାଣ ହୋଇଥିଲା ସେତୁ । ହେଲେ ସେତୁ ଟିକୁ ତରବରିଆ ନିର୍ମାଣ ଓ ଅଧିକ ରାଜନୀତିକ ହସ୍ତକ୍ଷେପ ଯୋଗୁଁ କାର୍ଯ୍ୟ ନିମ୍ନ ମନର ହୋଇଥିବା ଅଭିଯୋଗ ହେଇ ଆସୁଥିଲା । ସେତୁର ନିର୍ମାଣ ଶୈଳୀରେ ତ୍ରୁଟି କୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳ ରେ ବିଭିନ୍ନ ସମୟରେ ଜଣ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଆଜି ଲଗାଣ ବର୍ଷରେ ସେତୁଟି ଭୁଶୁଡ଼ି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏବେ ପାହି ଅଞ୍ଚଳକୁ ଯିବା ଆସିବାରେ ଅନେକ ସମସ୍ୟା ହେବ କୁଆଯାଉଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.