କୋରାପୁଟ ପାଲାମ ଜଙ୍ଗଲରୁ ଦୁଇଟି ଟିଫିନ ବୋମା ଉଦ୍ଧାର, କମ୍ବିଂ ଅପରେସନ ବେଳେ  ଠାବ  କରି ନିଷ୍କ୍ରିୟ କଲା ବିଏସଏଫ

କୋରାପୁଟ(କେନ୍ୟୁଜ୍):  ଟିଫିନ ବୋମା ନିଷ୍କ୍ରିୟ କଲା ବିଏସଏଫ । କୋରାପୁଟ ପାଲାମ ଜଙ୍ଗଲରୁ ଦୁଇଟି ଟିଫିନ ବୋମା ଉଦ୍ଧାର କରିଛନ୍ତି ବିଏସଏଫ । କମ୍ବିଂ ଅପରେସନ ବେଳେ ବିଏସଏଫଏହି ଟିଫିନ ବୋମା ଠାବ ପରେ ନିଷ୍କ୍ରିୟ କରାଯାଇଛି ।

ବିଏସଏଫ ଏକ ଟିମ୍‌ ମାଓ ଦମନ ନେଇ କମ୍ବିଂ ଅପରେସନରେ ଯାଇଥିବାବେଳେ ଟିଫିନ ବୋମା ପୋତାଯାଇଥିବା ସୂଚନା ପାଇଥିଲେ । ତୁରନ୍ତ ସୁନ୍ଧାନୀ କୁକୁର ସହାୟତାରେ ଠାବ କରିଥିଲେ । ସୁରକ୍ଷିତ ଭାବେ ଦୁଇଟି ବୋମାକୁ ନିଷ୍କ୍ରିୟ କରିଛି ବିଏସଏଫ ।

Leave A Reply

Your email address will not be published.