ଟିଟୋର ଆଉ ଜଣେ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ ବଢିବାରେ ଲାଗିଛି ଅଡୁଆ। ତାର ଆଉ ଜଣେ ସହଯୋଗୀ ଅଟକ। କେନ୍ଦ୍ରାପଡ଼ା ଇମାମବାଡ଼ାର ସହଯୋଗୀ ମାଛୁକୁ କ୍ରାଇମବ୍ରାଞ୍ଚ STF ଉଠାଇ ନେଇ ପଚରାଉଚରା କରୁଛି। ସରକାରୀ ଅଧିକାରୀଙ୍କ ସହ ମଧ୍ୟସ୍ଥତା ଅଭିଯୋଗରେ ଗତକାଲି ରାତିରେ କେନ୍ଦ୍ରାପଡ଼ାରୁ ତାକୁ ଉଠାଇନେଇଛି। ଟିଟୋ ପାଇଁ ମଧ୍ୟସ୍ଥି ସାଜିଥିଲା ମାଛୁ। ପୂର୍ବରୁ ଟିଟୋ ଲିଙ୍କ୍‌ରେ ମୋଟ ୧୫ ଜଣଙ୍କୁ  ଗିରଫ କରିଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.