ବିଦ୍ୟୁତ ସଂଯୋଗ ନେଇ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା : ଆଜି ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ଜିଲ୍ଲା ଗୁମ୍ମା ପଞ୍ଚାୟତବାସୀଙ୍କ ସହ କଥା ହୋଇଛନ୍ତି । ଲାକୁବାଡ଼ି ଗାଁର ନାରାୟଣ ନାୟକ ଓ ତାଙ୍କ ପତ୍ନୀ ଲଳିତା ନାୟକଙ୍କ ସହ ବିଦ୍ୟୁତ ସଂଯୋଗ ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ବିଦ୍ୟୁତ ସଂଯୋଗ ନେଇ ପୂର୍ବରୁ ଥିବା ସମସ୍ୟା ଓ ପରେ କଣ ଅସୁବିଧା ରହିଛି, ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.