ଆଜି ଶ୍ରାବଣ ସୋମବାର: ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି, କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ

ଭଦ୍ରକ(କେନ୍ଯୁଜ୍): ଆଜି ଶ୍ରାବଣ ସୋମବାର । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ । ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠ ଖାଲି ପଡିଛି। କରୋନା ପାଇଁ ୨ବର୍ଷ ହେଲା ଜଳଲାଗିରୁ ବଞ୍ଚିତ ହେଉଛନ୍ତି କାଉଡିଆ।

ପୀଠକୁ ଆସୁଥିବା କିଛି ଭକ୍ତ ବାବାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । କେବଳ ରୀତିନୀତି ଅନୁସାରେ ଚାଲିଛି ବାବାଙ୍କ ଶ୍ରାବଣ ନୀତି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.