ସମ୍ବଲପୁର କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ଟି ହାତୀର ମୃତଦେହ ଠାବ

ସମ୍ବଲପୁର(କେନ୍ୟୁଜ୍): ପୁଣି ୨ଟି ହାତୀର ମୃତଦେହ ଠାବ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ୨ଟି ହାତୀର ମୃତଦେହ। ବଡରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଇ ହାତୀ ପଡିଥିବା ଦେଖିବାକୁ ସ୍ଥାନୀୟ ଲୋକେ।

ଏହାପରେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.