ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୧୧ ଲକ୍ଷ ଟପିଲା ଜଳପ୍ରବାହ, ନରାଜରେ ୫ ଲକ୍ଷ ୫୦ ହଜାର ୪୯୪ କ୍ୟୁସେକ ଜଳ ପ୍ରବାହିତ

କଟକ(କେନ୍ୟୁଜ୍): ମୁଣ୍ଡଳିରେ ୧୧ ଲକ୍ଷ ଟପିଲା ଜଳପ୍ରବାହ । ମୁଣ୍ଡଳିରେ ସକାଳ ୬ଟା ସୁଦ୍ଧା ୧୧ ଲକ୍ଷ ଟପିଲା ଜଳପ୍ରବାହ । ସକାଳ ୬ଟା ସୁଦ୍ଧା ୧୧ ଲକ୍ଷ ୩୬ ହଜାର ୯୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜରେ ୫ ଲକ୍ଷ ୫୦ ହଜାର ୪୯୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ନରାଜରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ମହାନଦୀ । ଅଫଷ୍ଟ୍ରିମ୍‌ ୨୬.୩୦ ଓ ଡାଉନଷ୍ଟ୍ରିମ୍‌ ୨୪.୭୦ ରହିଛି । ସେହିଭଳି ଯୋବ୍ରାରେ ମହାନଦୀକୁ ୫ ଲକ୍ଷ ୪୭ ହଜାର ୬୧୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Leave A Reply

Your email address will not be published.