ଫୁଲିଛି ବୈତରଣୀ ଓ ସାଳନ୍ଦୀ ନଦୀ, ପାଣି ଘେରରେ ଚାଷଜମି

ଭଦ୍ରକ(କେନ୍ୟୁଜ୍): ଫୁଲିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ଥିବାବେଳେ ସକାଳ ଜଳସ୍ତର ରହିଛି ୧୭.୬୯ ମିଟର । ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ଥିବା ବେଳେ ୩୬.୫୯ ମିଟର ରହିଛି ।

ସାଳନ୍ଦୀ ନଦୀରେ ବି ବଢୁଛି ଜଳସ୍ତର । ବୈତରଣୀ ଓ ସାଳନ୍ଦୀ ନଦୀର ରେବ, କପାଳୀ, ଗେଙ୍ଗୁଟି, କୋଚିଳା ଓ ଯଅ ନଦୀର ଜଳସ୍ତର ବଢିଛି । ଫଳରେ ପାଣି ଘେରରେ ରହଛି ଚାଷଜମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.