ରାଜଧାନୀରେ ଅପରାଧ କମାଇବାକୁ ନୂଆ ରଣନୀତି, କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ହ୍ଵାଟସଆପ ନମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯେ କୌଣସି ସ୍ଥାନରେ ଅପରାଧ ଘଟିଲେ ତୁରନ୍ତ କମିଶନରେଟ ପୋଲିସକୁ ଯୋଗାଯୋଗ ପାଇଁ ଜାରି ହେଲା ହ୍ଵାଟସଆପ ନମ୍ବର ।

୭୦୭୭୭୯୮୧୧୧ରେ ଜନସାଧାରଣ ପୋଲିସକୁ ସୂଚନା ଦେଇପାରିବେ । ଆଜିଠୁ ଏହା କାର୍ଯ୍ୟକ୍ଷମ ହେବ । ଏହି ନମ୍ବରକୁ ଫୋନ ନକରି ଅପରାଧ ଓ ଅପରାଧୀଙ୍କ ବିଷୟରେ ତଥ୍ୟ ଦେବାକୁ ଡିସିପି ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.