ଆଠଗଡ଼: ପରିବା ତୋଳିବାକୁ ଯାଉଥିବାବେଳେ ଦଳିଦେଲା ଦନ୍ତା, ମହିଳା ମୃତ

ଆଠଗଡ଼(କେନ୍ୟୁଜ୍): ଦଳିଦେଲା ଦନ୍ତା। ଆଠଗଡ଼ ତିଗିରିଆ ବନାଞ୍ଚଳ ଅଚଳକୋଟ ଅରାତଇଲା ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ନୀଆସା ରାଉତ। ଆଜି ସକାଳେ ପରିବା ତୋଳିବାକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ।

ତିଗିରିଆ ବନାଞ୍ଚଳରେ ଏକ ୮ ଟିକିିଆ ହାତୀ ପଲ ବୁଲୁଛନ୍ତି। ହାତୀ ପଲରୁ ଗୋଟେ ହାତୀ ଅଲଗା ହୋଇ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.