ଜିଲ୍ଲାପାଳଙ୍କ ଅଫିସରେ ମହାମେଣ୍ଟ କର୍ମକର୍ତ୍ତାଙ୍କ ଉନ୍ମତ କାଣ୍ଡ

IMG-20180710-WA0223

ଖୋର୍ଦ୍ଧା : ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶି ଭଙ୍ଗାରୁଜା । ଟାଙ୍ଗୀ ଜନଜାଗରଣ ମହାମେଣ୍ଟର କର୍ମକର୍ତ୍ତାମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶି ଥିଲେ ଓ ଫୁଲକୁଣ୍ଡ ଭଙ୍ଗାରୁଜା କରିବା ସାଙ୍ଗକୁ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି । ଜନଜାଗରଣ ମହାମେଣ୍ଟ କର୍ମକର୍ତ୍ତାଙ୍କ ସହ ସାଧାରଣ ଲୋକ ମଧ୍ୟ ଧସେଇ ପଶିଥିବା ସୂଚନା ମିଳିଛି । ପ୍ରାୟ ଏକ ହଜାରରୁ ଅଧିକ ଲୋକ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.