Browsing Tag

aadhar card

ଆଧାର କାର୍ଡରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ! ଜାଣନ୍ତୁ କ’ଣ କହିଲେ ସରକାର

ମୋଦି ସରକାରଙ୍କ ତରଫଣୁ ଦେଶବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପୂର୍ବରୁ ପ୍ରତି ଶ୍ରେଣୀର ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ ଏବଂ କୃଷକମାନଙ୍କ ଠାରୁ ବ୍ୟବସାୟୀଙ୍କ…

ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ବ୍ୟବହାର ହୋଇଛି? ସରକାରୀ େଓ୍ଵବସାଇଟରୁ ଜାଣନ୍ତୁ

ଯେକୌଣସି ଆଧାର କାର୍ଡ ଉଭୟ ଅଫଲାଇନ ଓ ଅନଲାଇନ ଅଥେଣ୍ଟିକେସନ ପାଇଁ ଯୋଗ୍ୟ ହୋଇଥାଏ। ଏବେ ସେମିତିରେ ବି ଏସବୁ କୁ ନେଇ ଫ୍ରଡ କେସ୍‌ ଅନେକ ବୃଦ୍ଧି ପାଉଛି। ତେଣୁ ଆପଣ ସବୁବେଳେ ନିଜ ଆଧାର କାର୍ଡ କୁ କିପରି ସୁରକ୍ଷିତ ରଖିବେ ଏହାସହ କିପରି ସହଜରେ ଭେରିଫାଏ କରିପାରିବେ ସେନେଇ ସରକାର ସୂଚନା…

ପ୍ୟାନ୍‌କୁ ଯଦି ଆଧାର ସହିତ କରାଇ ନାହାନ୍ତି ଲିଙ୍କ୍‌, ତ ୧ ଜୁଲାଇରୁ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା

ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରାଇବାର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ ୨୦୨୩। କିନ୍ତୁ ଏବେ ଆପଣଙ୍କୁ ଆଧାର-ପ୍ୟାନ୍‌ କାର୍ଡ ଲିଙ୍କ୍‌ କରାଇବା ପାଇଁ ଜରିମାନା ଦେବାକୁ ହେବ। ୨୯ ମାର୍ଚ୍ଚ ୨୦୨୨ରେ ଜାରି ନୋଟିଫିକେସନରେ CBDT କହିଥିଲା କି, ୩୧ ମାର୍ଚ୍ଚ ୨୦୨୨ ପରଠାରୁ ଆଧାର…

MAadhaar App ମାଧ୍ୟମରେ ଯେକୌଣସି ସମୟ ଓ ସ୍ଥାନରେ ଡାଉନଲୋଡ କରିପାରିବେ ଇ-ଆଧାର କାର୍ଡ: ଜାଣନ୍ତୁ ଷ୍ଟେପ

ଭାରତର ଦେଶବାସୀଙ୍କ ପାଇଁ ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯାହାକି ବ୍ୟାଙ୍କିଂ, ଟ୍ୟାକ୍ସ ଓ ଅନ୍ୟ ସରକାରୀ କାମ ପାଇଁ ଆବଶ୍ୟକ ହୋଇଥାଏ । ଦେଶର ନାଗରିକଙ୍କ ପରିଚୟ ଏବଂ ଠିକଣା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ । ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ…

ରାସନ କାର୍ଡ ଲାଭାର୍ଥୀଙ୍କ ପାଇଁ ଖୁସି ଖବର! କେନ୍ଦ୍ର ସରକାର କଲେ ବଡ଼ ଘୋଷଣା; ଶୀଘ୍ର ଉଠାନ୍ତୁ ଫାଇଦା

ଯଦି ଆପଣ ଏ ପର୍ଯ୍ୟନ୍ତ ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଇ ନାହାନ୍ତି, ତ ଜଲ୍‌ଦି କରି ନିଅନ୍ତୁ। ବାସ୍ତବରେ, କେନ୍ଦ୍ର ସରକାର ଲାଭାର୍ଥୀମାନଙ୍କୁ ଆହୁରି ବଡ଼ ମଉକା ଦେଇଛନ୍ତି। ପୂର୍ବରୁ ରାସନକୁ ଆଧାର ସହ ଯୋଡ଼ିବାର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା, କିନ୍ତୁ ଏବେ ଏହାକୁ ବଢ଼ାଇ ୩୦ ଜୁନ୍‌…

UIDAIରେ ଲଞ୍ଚ କଲା ନୂଆ ଆଧାର କାର୍ଡ଼; ଜାଣନ୍ତୁ ଏହାକୁ ଅନଲାଇନରେ କେମିତି ପାଇବେ

ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ କାର୍ଯ୍ୟ ଠାରୁ…

ଆଧାର କାର୍ଡରେ ଝିଅର ନାଁ ‘ମଧୁର ୫ମ ଛୁଆ’! ଫେରାଇ ଦେଲା ସ୍କୁଲ, ହୋଇ ପାରିଲାନି ନାମଲେଖା…

ଆଧାର କାର୍ଡରେ ଭୁଲ୍‌ ଫଟୋ ଏବଂ ଭୁଲ୍‌ ନାମକୁ ନେଇ ଗତ କିଛି ବର୍ଷ ହେବ ଅଜବ ମାମଲା ସବୁ ସାମ୍ନାକୁ ଆସୁଛି। ଏଭଳି ଘଟଣା ବିଷୟରେ ଜାଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ଏବେ ଠିକ୍‌ ଏମିତି ହିଁ ଏକ ମାମଲା ଲୋକଲୋଚନକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର। ଏଠାରେ ବଦାଁୟୁ ଜିଲ୍ଲାରେ ଆଧାର…

ଭାରତରେ ପ୍ରଥମ ଆଧାର କାର୍ଡ କାହାର ତିଆରି ହୋଇଥିଲା, ଜାଣନ୍ତୁ କିଏ ସିଏ

ଭାରତରେ ବର୍ତ୍ତମାନ ସମୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। କିନ୍ତୁ ଥରେ ଭାବିଛନ୍ତି ଏବଂ ଏମିତି କେବେ ପ୍ରଶ୍ନ ଆପଣଙ୍କ ମନକୁ ଆସିଛି କି ଯେ ଆଧାର କାର୍ଡ ଯେତେବେଳେ ଆରମ୍ଭ ହେଲା ପ୍ରଥମେ ଏହାକୁ କିଏ ନେଇଥିଲେ। ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏ…

ରେଳ ବିଭାଗ ତରଫରୁ ପାନ-ଆଧାର କାର୍ଡ ତିଆରି ପାଇଁ ଆରମ୍ଭ ହେଲା ହେଲ୍ପ ସେଣ୍ଟର, ଦିଆଯିବ ସମସ୍ତ ସୁବିଧା

ଭାରତୀୟ ରେଳ ବିଭାଗରେ କମନ ସର୍ଭିସ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏହାକୁ railwire sathi kiosk ନାମ ଦିଆଯାଇଛି। ଏଠାରେ ଯାତ୍ରୀ ମାନଙ୍କ ପାଖରେ ଆଧାର ଏବଂ ପାନ କାର୍ଡ ନଥିଲେ ରେଳ ବିଭାଗର ଏହି ସେଣ୍ଟରରେ ଖୁବ ସହଜରେ କାଡ ର୍ ବନାଇପାରିବେ। ଦେଶର ସବୁଠୁ ଜରୁରୀ କାଗଜ ହେଉଛି ଆଧାର ଓ…

ଠକାମୀର ଶିକାରରୁ ରକ୍ଷା ପାଇବା ପାଇଁ ନିଜ ଆଧାର କାର୍ଡକୁ ଏମିତି କରନ୍ତୁ ଲକ୍, ଜାଣନ୍ତୁ ପ୍ରସେସ୍

ଆଧାର କାର୍ଡ ଆଜିର ଦିନରେ ଏକ ଜରୁରୀ ଦସ୍ତାବିଜ୍ ହୋଇପଡ଼ିଛି । ନୂଆ ସିମ୍ କିଣିବା ହେଉ କିମ୍ବା ସରକାରୀ ଯୋଜନା, ବ୍ୟାଙ୍କ, ସବସିଡି ନେବା ପାଇଁ ଆଧାର କାର୍ଡ ସବୁଆଡେ ଆବଶ୍ୟକ। ଏହା ସହିତ ଜଡିତ ଠକେଇ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଆଧାର କାର୍ଡର ଡାଟା ଲିକ୍ ହେବା ଆଶଙ୍କା ମଧ୍ୟ ବଢିଥାଏ ।…

ପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ୧୦ ହଜାର ଟଙ୍କା ଫାଇନ୍‌

ପାନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଯଦି ଆପଣଙ୍କ ପାନ କାର୍ଡ ଆଧାର କାର୍ଡ ସହ ଯୋଡ଼ି ହୋଇନାହିଁ ତେବେ ଏହା ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ । ମାନେ ଏହାକୁ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର ସହିତ ନିଜ ପାନ କାର୍ଡକୁ ଲିଙ୍କ…

ପିଲାଙ୍କର ଆଧାରକାର୍ଡ କରିଛନ୍ତି ତ ! ନଚେତ ମିଳିବନି ସ୍କୁଲରେ ଆଡମିଶନ

ଆଧାରକାର୍ଡ ଆଜିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରେ ଅନ୍ୟତମ।। ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇପାରିବେ ନାହିଁ। ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ଜରିଆରେ ଆପଣ…