Browsing Tag

aarti puja

ନିଆରା ଢଙ୍ଗରେ ପାଳିତ ହେଲା ମା’ ମାହେଶ୍ୱରୀ ପୂଜା, ଯଜ୍ଞ ଓ ଆହୁତି ସହ ହେଲା ଶେଷ

ମା’ଙ୍କୁ ଆରାଧନା କଲେ ପୂର୍ଣ୍ଣ ହୁଏ ସମସ୍ତ ମନସ୍କାମନା । ଏଭଳି ବିଶ୍ୱାସକୁ ନେଇ ମା’ଙ୍କର ବିଭିନ୍ନ ପୂଜା କରାଯାଇଥାଏ । ସମସ୍ତ ପୂଜା ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ମାହେଶ୍ୱରୀ ପୂଜା ସ୍ୱତନ୍ତ୍ର । ସ୍ତମ୍ୱେଶ୍ଵରୀ,ଖମ୍ୱେଶ୍ଵରୀ ଓ ମାହେଶ୍ଵରୀଙ୍କ ଶକ୍ତି ପୀଠହେଉଛି ସୁବର୍ଣ୍ଣପୁର । ତେବେ…

ପୂଜା ସମୟରେ ଠାକୁରଙ୍କୁ ଏପରି ଲଗାନ୍ତୁ ଭୋଗ, ଟିକେ ଭୁଲ ରେ ମିଳିଥାଏ ଅଶୁଭ ଫଳ

ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ…

ପୂଜାରେ ଭଗବାନଙ୍କୁ ଆରତୀ କେତେ ଥର ବୁଲାଇବା ଦରକାର, ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ହିନ୍ଦୁ ଧର୍ମରେ ପୂଜା ପାଠ ପରେ ଶେଷରେ ଆରତୀ କରାଯାଏ । ସମସ୍ତ ପୂଜା ପାଠରେ ଆରତୀ କରିବା ମହତ୍ୱପୂର୍ଣ୍ଣ ହୋଇଥାଏ । ଆରତୀ ପରେ ହିଁ ପୂଜା ସମ୍ପନ୍ନ ହୋଇଥାଏ । ଫଳରେ ପୂଜାର ପର୍ଯ୍ୟାପ୍ତ ପ୍ରାପ୍ତ ହୋଇଥାଏ । ପୂଜା ଜନିତ ତ୍ରୁଟି ରେ ମଧ୍ୟ ଭଗବାନଙ୍କୁ ଆରତୀ କରାଯାଇଥାଏ । ହେଲେ ଯଦି ଠିକ୍‌…

ପୂଜା ପରେ ବଳି ପଡିଥିବା ସାମଗ୍ରୀକୁ କ’ଣ କରନ୍ତି, ଆପଣ ତ କରୁ ନାହାଁନ୍ତି ଏମିତି ଭୁଲ୍‌

ହିନ୍ଦୁ ଧର୍ମରେ ପୂଜା ପାଠରେ ବ୍ୟବହାର କରାଯାଉଥିବା ସାମଗ୍ରୀ ବିଶେଷ ମହତ୍ୱ ରଖିଥାଏ । ପୂଜାରେ ଫୁଲ, ଅକ୍ଷତ, ଫଳ, ନଡ଼ିଆ ଆଦି ଲାଗିଥାଏ । ଯାହାର ଏକ ଅଲଗା ମହତ୍ୱ ରହିଥାଏ । ଏହି ପୂଜା ସାମଗ୍ରୀ ବିନା କୌଣସି ବି ପୂଜା ପାଠ ବା ଯଜ୍ଞ ଅଧୁରା ରହିଥାଏ। ସାଧରଣତଃ ଲୋକେ ବଳିଥିବା ପୂଜା…

ଭଗବାନଙ୍କ ପୂଜା କରିବା ସମୟରେ ତାଳି ମାରିବା ପଛରେ ରହିଛି ଆଧ୍ୟାତ୍ମିକ କାରଣ

ତାଳି ଯାହାକୁ ମାରିବା ପଛରେ ରହିଛି ବିଶେଷ କାରଣ। ଘର ହେଉ ଅବା ମନ୍ଦିର ସାଧାରଣତଃ ଆମେ ଭଗବାନଙ୍କ ପୂଜା କରିବା ସମୟରେ ଦୁଇ ହାତରେ ତାଳି ମାରି ପୂଜା କରିଥାଉ। ଭଜନ ଗାଇଥାଉ। ଭଜନ ଗାଇବା ସମୟରେ ଆମେ ଦୁଇ ହାତରେ ତାଳି ମାରିଥାଉ। ସବୁଠୁ ବଡ଼ କଥା ହେଉଛି କିଛି ଜଣ ତ ଏହା ସମ୍ପର୍କରେ ନଜାଣି…

ପୂଜା ପରେ ଆଳତୀ କାହିଁକି କରାଯାଏ, ଏହାକୁ ଗ୍ରହଣ କରିବାର ସଠିକ ଉପାୟ ଜାଣନ୍ତୁ 

ସନାତନ ଧର୍ମରେ ଦେବୀ ଦେବତାଙ୍କ ପୂଜାକୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆଳତୀ କରିଥାଉ। ଆଳତୀ କରିବା ଦ୍ବାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସ୍ବଚ୍ଛ ମନରେ ଆଳତୀ…