Browsing Tag

air fare

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଭାବ, ୨୦-୩୦ % କମିଲା ବିମାନ ଟିକେଟ ଦାମ୍‌

ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କ୍ରେଜ ବଢିବାରେ ଲାଗିଛି । ଆଉ ଏହାର ପ୍ରଭାବରେ ବିମାନ ଟିକେଟ ଦାମ୍‌ କମ୍‌ ହେବାରେ ଲାଗିଛି । ବିମାନ ଟିକେଟ ଦାମ୍‌ ୨୦ରୁ ୩୦ ପ୍ରତିଶତ କମ୍‌ ହୋଇଛି । ବନ୍ଦେ ଭାରତ ଟ୍ରେନ ଅଧିକ ଚାଲିବା ଯୋଗୁଁ ଏୟାର ଟ୍ରାଫିକ ଉପରେ ମଧ୍ୟ ପ୍ରଭାବ ପଡିଛି । ଖବର…

ଦୀପାବଳିରେ ଦୁବାଇ ଯିବାକୁ ପ୍ଲାନ କରିଥିବା ଭାରତୀୟ ସାବଧାନ! ପକେଟ୍‌ରୁ ଗଣିବେ ଏତିକି ଅର୍ଥରାଶି

ଦୀପାବଳିରେ ୟୁଏଇ ଯିବାକୁ ପ୍ଲାନ କରିଥିବା ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଅକ୍ଟୋବରରେ ବିମାନ ଭଡ଼ା ପାଇଁ ଆପଣଙ୍କୁ ଦୁଇ ଗୁଣା ଅର୍ଥରାଶି ଦେବାକୁ ପଡ଼ିପାରେ। ଏହାର କାରଣ ହେଲା, ଏହି ମାସରେ ଦଶହରା, ଦୀପାବଳି ଭଳି ବଡ଼ ଉତ୍ସବ ପଡ଼ୁଛି। ତେଣୁ ଏବେଠାରୁ ହୋଟେଲ ଏବଂ ବିମାନ…

ମହଙ୍ଗା ହୋଇପାରେ ବିମାନ ଯାତ୍ରା! ଅଗଷ୍ଟ ୩୧ରୁ ଘରୋଇ କମ୍ପାନୀ ସ୍ଥିର କରିବେ ଭଡ଼ା

ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ। କାରଣ, ସରକାର ଘରୋଇ ଉଡ଼ାଣ ପାଇଁ ଭଡ଼ା ଧାର୍ଯ୍ୟ କରିବାର ଅଧିକାର ପୁନର୍ବାର ବିମାନ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ’ ମାସରେ ଘରୋଇ ଉଡ଼ାଣ…