ଆରଡି ଆଖଣ୍ଡଳମଣୀ ପୀଠ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍, ମନ୍ଦିରର ମାଷ୍ଟରପ୍ଲାନ…
ଚାନ୍ଦବାଲି(କେନ୍ୟୁଜ୍):ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳଣମଣୀ ପୀଠ ଗସ୍ତ କରି ପୀଠରେ ଜାରି ରହିଥିବା ଉନ୍ନତି ମୂଳକ କାମ ବୁଲି ଦେଖିଥିଲେ । ଏହି ସମୟରେ ପୀଠର ସୁବିଧା ଓ ଅସୁବିଧା ସମ୍ବଦ୍ଧରେ ସ୍ଥାନୀୟ…