ବାଦାମ ଓ ମୁଲତାନି ମାଟିର ଫେସ୍ ସ୍କ୍ରବ୍ ଲଗାନ୍ତୁ ମିଳିବ ଅନେକ ସ୍କିନ୍ ସମସ୍ୟାରୁ ମୁକ୍ତି, ଜାଣନ୍ତୁ କିପରି କରିବେ…
ପରିବର୍ତ୍ତନ ହେଉଥିବା ଋତୁରେ ସ୍କିନ୍ର ଯତ୍ନ ନେବା ବହୁତ ଜରୁରୀ । ତେବେ ବର୍ତ୍ତମାନ ସମୟରେ ସ୍କିନ୍ କେୟାର ରୁଟିନ୍ରେ ସ୍କ୍ରବ୍ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ବଜାରରେ ଉପଲବ୍ଧ ଫେସ୍ ସ୍କ୍ରବ୍ ବଦଳରେ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ…