Browsing Tag

almond gift

ଆଜି ରକ୍ଷା ବନ୍ଧନରେ ଭଉଣୀକୁ ଦିଅନ୍ତୁ ସ୍ବାସ୍ଥ୍ୟକର ଉପହାର, ପକେଟକୁ ବି ସୁହାଇବ

କେନ୍ୟୁଜ୍(ବ୍ୟୁରୋ): ଆଜି ରକ୍ଷା ବନ୍ଧନ । ଭଉଣୀଟିଏ ରାକ୍ଷୀ ବାନ୍ଧିବା ପରେ ଭାଇ ଠାରୁ କିଛି ଗିଫ୍ଟ ବା ଉପହାର ପାଇଁ ଆଶ ରଖିଥାଏ। ଆପଣ ଯଦି ରାକ୍ଷୀ  ବାନ୍ଧିବା ପରେ  ଭଉଣୀକୁ କଣ ଉପହାର ଦେବାପାଇଁ ଚାହୁଥାନ୍ତି ତେବେ ନଜର ପକାନ୍ତୁ ଆପଣଙ୍କୁ ସୁହାଇଲା  ଭଳି ଉପହାର ବଜାରରେ କଣ ମିଳୁଛି। ଆପଣ…