Browsing Tag

anganbadi didi

ଜାଲ ଦସ୍ତଖତ କରି ଅଙ୍ଗନବାଡି ଦିଦି ଉଠାଇନେଲେ ପଚାଶ ହଜାର ଟଙ୍କା, ଥାନାରେ ଏତଲା

ଚାନ୍ଦବାଲି(କେନ୍ୟୁଜ) : ୱାର୍ଡ ମେମ୍ବରଙ୍କ ଜାଲ ଦସ୍ତଖତ କରି S.B.I ବ୍ୟାଙ୍କରୁ ଅଙ୍ଗନବାଡି ଦିଦି ପଚାଶ ହଜାର ଟଙ୍କା ଉଠାଇନେଇଥିବା ଅଭିଯୋଗ କରିଛନ୍ତି ୱାର୍ଡ ସଭ୍ୟ l ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ନାଲଗୁଣ୍ଡା ପଞ୍ଚାୟତ ର ୬ ନଂ ୱାର୍ଡ ମେମ୍ବର ଦୀପକ ଦାସ ଙ୍କ ଜାଲ ଦସ୍ତଖତ କରି…