Browsing Tag

anugul

ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୁଳ (କେନ୍ୟୁଜ): ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ…

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ, ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ (କେନ୍ୟୁଜ): ଦଳିଦେଲା ଦନ୍ତା। ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ଜଣେ…

ପଥର ଉପରେ ଚଢିଗଲା ଇଞ୍ଜିନ, ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଅନୁଗୁଳ (କେନ୍ୟୁଜ): ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ । ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଅନୁଗୋଳ ଜିଲ୍ଲା ହଣ୍ଡପାରୁ ବଇଣ୍ଡା ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଭୂସ୍ଖଳନ ଯୋଗୁ ଟ୍ରାକ୍‌ରେ ଖସୁଥିଲା ପଥର । ଟ୍ରାକରେ ଖସିପଡିଥିବା ପଥର ଉପରେ ଚଢିଯାଇଥିଲା ଇଞ୍ଜିନ ।…

ଅନୁଗୁଳରେ ବର୍ଷା ବିତ୍ପାତ: ଭାଙ୍ଗିଲା ଭଟପାଳ ପୋଲ, ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅନୁଗୁଳ (କେନ୍ୟୁଜ): ଲଗାଣ ବର୍ଷାରେ ଅନୁଗୋଳ ଜିଲ୍ଲା ବେହାଲ୍‌ । ଭାଙ୍ଗିଲା ଅନୁଗୋଳ ଛେଣ୍ଡିପଦା ବ୍ଲକ ଭଟପାଳ ପୋଲ । ଫଳରେ ୪ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗଡମଣ୍ଡଳରୁ ନୂଆଗାଁ, ମାରୁଢ଼ିପ, କଣଲୋଇ ଓ କର୍ଣ୍ଣପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ…

ଗୁପ୍ତ ଧନ ପାଇଁ ନରବଳି ଅଭିଯୋଗ: ନିଖୋଜର ୪ ଦିନ ପରେ ମିଳିଲା ନାବାଳକର ମୃତଦେହ

ଆଠମଲ୍ଲିକ (କେନ୍ୟୁଜ): ଗୁପ୍ତ ଧନ ପାଇଁ ନରବଳି । ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିବା ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ । ନିଖୋଜର ୪ ଦିନ ପରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ । ଟୁସର ଗାଁର…

କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର

ଅନୁଗୋଳ(କେନ୍ୟୁଜ) :  ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍‌ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର। ସୂଚନା ଯେ, କୃଷ୍ଣଚକ୍ରଗଡ ଗ୍ରାମର ଜନକ ବେହେରା (୪୦), ନେକୁରି ବେହେରା (୪୦) ଛେଳି ଚରାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା। ଯାହା ଫଳରେ ଦୁଇ ଜଣ ଯାକ ଗୁରୁତର ହୋଇଯାଇଥିଲେ…

ଅନୁଗୋଳ : ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର, ଦିଦି ଗୁରୁତର

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଇଣ୍ଡାର ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତ ପ୍ଲାଷ୍ଟର ଖସି ଅଙ୍ଗନାବାଡି ଦିଦି ଗୁରୁତର ହୋଇଛନ୍ତି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛୋଟ ଶିଶୁ । ଗୁରୁତର ଦିଦି ଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଦୁଇ ଟ୍ରକ ମଧ୍ୟରେ ଚାପି ହୋଇ ସ୍ୱାମୀ-ସ୍ତ୍ରୀ ମୃତ, ମିଳିନି ପରିଚୟ

ଅନୁଗୁଳ (କେନ୍ୟୁଜ): ଜାତୀୟ ରାଜପଥ ୫୫ କରଡ଼ାଗାଡ଼ିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ଦୁଇ ଟ୍ରକ ମଧ୍ୟରେ ଚାପି ହୋଇ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟର ସାଇକେଲରେ ବଡକେରା ପଟରୁ ଅନୁଗୋଳ ଆଡକୁ ଯାଉଥିଲେ । ତାଙ୍କ…

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ (କେନ୍ୟୁଜ): ବୁଢ଼ୀଠାକୁରାଣୀ ଛକରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ମହିଳା ମୃତ। ମୃତକଙ୍କ ପରିଚୟ ମିଳିନାହିଁ। ମୃତକ ଜଣକ ବୁଢ଼ୀଠାକୁରାଣୀ ମନ୍ଦିର ନିକଟରେ ଫୁଲ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି। ମହିଳାଙ୍କ ମୁତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଏନ.ଏଚ ୫୫ ଉପରେ…

ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…

ବିକ୍ଷୋଭ କରୁଛନ୍ତି ପାଚିକା ମହାସଂଘ, ଅନ୍ୟୋପାୟ ନ ପାଇ ମଧ୍ୟାହ୍ନ ଭୋଜନ ରାନ୍ଧିଲେ ସ୍କୁଲ ପ୍ରଧାନ ଶିକ୍ଷକ

ଅନୁଗୁଳ (କେନ୍ୟୁଜ): ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କଲେ ସ୍କୁଲ ପ୍ରଧାନ ଶିକ୍ଷକ । ଏଭଳି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପଞ୍ଚପଡ଼ା ବାରୁଆଁ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଖୋଦ ପ୍ରଧାନ ଶିକ୍ଷକ ଏବଂ ପିଅନ ମିଶି ରାନ୍ଧୁଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ…

ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ମହିମା ମେଳା, ଏନେଇ ଅନୁୁଗୁଳର ମହିମା ଗାଦିରେ ଲାଗି ରହିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠୁ ଆରମ୍ଭ ମହିମା ଉତ୍ସବ। ଏନେଇ ଅନୁଗୋଳ ଅଙ୍ଗାରବନ୍ଧରେ ଆରମ୍ଭ ହୋଇଛି ମାଘ ମେଳା। ଆଜି ରବିବାର ଉତ୍ସବରେ ସାମିଲ ହେବେ ବିଦେଶୀ କଳାକାର।ପ୍ରତିବର୍ଷ ମାଘ ମାସ ଚତୁର୍ଦଶୀ ଆସିଲେ ଏହି ମହିମା ଗୋସାଇଁଙ୍କ ଧାମ ହୋଇଉଠେ ଚଳଚଞ୍ଚଳ । ଏହି ଉତ୍ସବରେ ବାଂଲାଦେଶ ଓ ନେପାଳର ବହୁ କଳାକାର ସାମିଲ…