Browsing Tag

aparajita mohanty

ଭିଡିଓ ଜାରି କରି ଅପରାଜିତାଙ୍କ ଅପିଲ: କହିଲେ ଆମକୁ ଏକୁଟିଆ ଛାଡି ଦିଅନ୍ତୁ

ଭୁବନେଶ୍ୱର(କେନ୍ୟୁଜ୍):ଅପରାଜିତାଙ୍କ ଅପିଲ୍‌। ବାବୁସାନ୍‌ ଚେନ୍ନାଇରୁ ଫେରିବା ପରେ ଆଉ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ଅପରାଜିତା ମହାନ୍ତି। ଆମକୁ ଏକୁଟିଆ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି। ୪ରୁ ୬ ଦିନ ହେବ ଆମେ ଝରକା ଓ କବାଟ ଖୋଲିପାରୁନାହୁଁ। ରାସ୍ତାରେ ଯାଉଥିବା ଲୋକମାନେ ଆମ…