Browsing Tag

aryan khan

ଆର୍ଯ୍ୟନ୍‌ ଖାନ ମାମଲା: ୧୮ କୋଟିରେ ଫାଇନାଲ୍‌ ହୋଇଥିଲା ଡିଲ୍‌, ସମୀର ୱାନଖେଡେ ନେଇଥିଲେ ଅଗ୍ରୀମ ୫୦ ଲକ୍ଷ ଟଙ୍କା!

ଆର୍ଯ୍ୟନ ଖାନ ମାମଲାରେ ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାନଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର ପଞ୍ଜୀକୃତ କରିଛି। ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ…

କ୍ରୁଜ୍‌ ଡ୍ରଗ୍ସ ମାମଲା: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇର ଚର୍ଚ୍ଚିତ କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନ ଖାନଙ୍କ ନାମ ହଟାଇବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଜନହିତ ଆବେଦନକୁ…

ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଆର୍ଯ୍ୟନ ଖାନ, ହିରୋ ନୁହେଁ ସ୍କ୍ରିପ୍ଟ ରାଇଟର ଭାବେ କରିବେ କାମ

ବଲିଉଡରେ ଖୁବଶୀଘ୍ର ଏଣ୍ଟ୍ରି କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ । କିଛିଦିନରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଆଉ ଫ୍ୟାନ୍ସ ଆର୍ଯ୍ୟନଙ୍କ ଡେବ୍ୟୁକୁ କେତେ ବେଳେ କରିବେ ତାହାକୁ ଚାହିଁ ରହିଥିଲେ । ଏବେ ଆର୍ଯ୍ୟନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତାଙ୍କ…

କଫି ଓ୍ଵିଥ୍‌ କରନ୍‌ରେ ମିସେସ୍ କିଙ୍ଗ ଖାନ୍, ଆର୍ଯ୍ୟନଙ୍କ ଜେଲ ଯିବା ମାମଲାରେ ଖୋଲିଲେ ମୁହଁ

ମୁମ୍ବାଇ: କରନ୍‌ ଜୋହରଙ୍କ ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ଖାସ୍‌ କରି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପତ୍ନୀ ଗୌରୀଙ୍କୁ ଦେଖିବା ପାଇଁ ଏଥରକ ଅଧିକ ଉତ୍ସାହିତ ଅଛନ୍ତି ଫ୍ୟାନ୍‌। ଚଳିତ ସିଜନ୍‌ରେ ଗୌରୀ ଖାନ୍‌ କରନ୍‌ଙ୍କ ଶୋ’ରେ ଆସୁଛନ୍ତି।…

ଶାହାରୁଖଙ୍କ ପୁଅ ଆର‍୍ୟନ୍‌ଙ୍କୁ ହୃଦୟ ଦେଇ ବସିଲେ ଏହି ପାକିସ୍ତାନୀ ଅଭନେତ୍ରୀ, ଫଟୋ ପଠାଇ କଲେ ପ୍ରେମ ନିବେଦନ

ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କ ପୁଅ ଆର‍୍ୟନ୍‌ ଖାନ ଏବେ ତାଙ୍କର ଡେବ୍ୟୁକୁ ନେଇ ବହୁତ ଚର୍ଚ୍ଚିତ । ନିକଟରେ ଆର‍୍ୟନ୍‌ ଏଡିଡାସ ସ୍ପୋର୍ଟସ ସୁଜ ପାଇଁ କିଛି ଫଟୋ ସୁଟ କରିଥିଲେ । ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହା ମଧ୍ୟରେ ଜଣେ ପାକିସ୍ତାନୀ ଅଭିନେତ୍ରୀ…

ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନକୁ କିଏ ବା ନ ଜାଣେ। କିଛି ଦିନ ତଳେ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ। ପରେ ଦୋଷମୁକ୍ତ ହୋଇ ସେ ଅବଶ୍ୟ ଜେଲରୁ ମୁକୁଳିଛନ୍ତି। ଏବେ ତାଙ୍କର ଷ୍ଟାଇଲ ଏବଂ ଲୁକ୍‌…

ପୁଣିଥରେ ପାର୍ଟିକୁ ଫେରିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଏନ୍‌ସିବିରୁ ଆଶ୍ୱସ୍ତି ମିଳିବା ପରେ ପହଞ୍ଚିଲେ…

ବଲିଉଡ୍‌ ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନିକଟରେ ଏନ୍‌ସିବି ଦୋଷ ମୁକ୍ତ କରିବା ସହ ପାସ୍‌ପୋର୍ଟ ଫେରାଇଛି। ଏଥିସହ ଆର୍ଯ୍ୟନ୍‌ଙ୍କୁ ପୁଣି ଥରେ ସ୍ୱାଧୀନ ଭାବେ ବଞ୍ଚିବାକୁ ଆଉ ଏକ ସୁଯୋଗ ଦେଇଛନ୍ତି କୋର୍ଟ। ଇତି ମଧ୍ୟରେ ପୁଣିଥରେ ଏକ ପାର୍ଟିରେ ନଜର…

ଏବେ ବିଦେଶ ଯାଇପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌, ପାସ୍‌ପୋର୍ଟ ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ପାଇଁ ଖୁସି ଖବର। ଆର୍ଯ୍ୟନ୍‌ଙ୍କୁ ମିଳିବ ପାସ୍‌ପୋର୍ଟ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗତ ବର୍ଷ ଡ୍ରଗ୍ସ କ୍ରୁଜ୍‌ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟନ୍‌। ଏହି ମାମଲାରେ ତାଙ୍କୁ କିଛି ଦିନ ପାଇଁ ଜେଲ ବି…

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆର୍ଯ୍ୟନ୍‌ ଖାନ୍‌, କହିଲେ- ‘ଏସବୁ ମୋ ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଯୋଜନା ଥିଲା’

ଡ୍ରଗ୍ସ କେସ୍‌ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ସେ ସିଧାସଳଖ ଏ ବାବଦରେ କିଛି କହିନଥିବା ବେଳେ ଏନ୍‌ସିବିର ଡେପୁଟି ଡାଇରେକ୍ଟର ଏକ ଇଣ୍ଟରଭ୍ୟୁରେ ଆର୍ଯ୍ୟନ୍‌ଙ୍କ ବୟାନ ବିଷୟରେ ଖୁଲାସା କରିଛନ୍ତି। ଏନ୍‌ସିବି ଡେପୁଟି ଡାଇରେକ୍ଟର ସଞ୍ଜୟ ସିଂହ…

ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନଚିଟ ଦେଲା NCB

କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ଯ୍ୟନ ଖାନ ଙ୍କୁ କ୍ଲିନଚିଟ । NCB ଚାର୍ଜସିଟରେ ଆର୍ଯ୍ୟନଙ୍କୁ କ୍ଲିନଚିଟ । ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ NCB ଚାର୍ଜସିଟରେ କ୍ଲିନଚିଟ ମିଳିଛି । ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନଥିବା ନେଇ ସୂଚନା । ଆର୍ଯ୍ୟନ ଡ୍ରଗ୍ସ ରଖିଥିବା ନେଇ…