Browsing Tag

astro tips

ତୁଳସୀ ଧାରଣ ଓ ଜପ କରିବାର ମାଳା କଣ ଗୋଟିଏ କି? ତେବେ ଅଘଟଣ ଘଟିବା ପୂର୍ବରୁ ଜଲଦି ଜାଣନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛ ଏବଂ ତୁଳସୀ ମାଳା ଉଭୟର ବିଶେଷ ମହତ୍ତ୍ୱ ରହିଛି। ତୁଳସୀ ଗଛ ସବୁ ଭାରତୀୟଙ୍କ ଘରେ ନିଶ୍ଚୟ ରହିଥାଏ ଆଉ ନିୟମିତ ରୂପେ ତୁଳସୀ ଗଛର ପୂଜା କରନ୍ତି ଲୋକେ। ଶାସ୍ତ୍ରରେ ତୁଳସୀକୁ ବହୁତ ପବିତ୍ର ଏବଂ ସକାରାତ୍ମକ ପ୍ରଭାବ ପକାଉଥିବା ଗଛ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ…

କୁଣ୍ଡଳୀରେ ରବି ମହାଗ୍ରହ ଦୋଷଯୁକ୍ତ ହେଲେ ହୋଇଥାଏ ମାନ ସମ୍ମାନହାନୀ ଓ ଚକ୍ଷୁ ରୋଗ, ଜାଣନ୍ତୁ ପ୍ରତିକାର

ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କୁ ଗ୍ରହରାଜ ବୋଲି କୁହାଯାଇଥାଏ । ରବି ଗ୍ରହଙ୍କ ପ୍ରଭାବରେ ବ୍ୟକ୍ତି ମାନ ସମ୍ମାନ,ସଫଳତା ଓ ବହୁ ଯଶ କିର୍ତ୍ତୀର ଅଧିକାରୀ ହୋଇଥାଏ । ରବି ଗ୍ରହ ଯଦି କୁଣ୍ଡଳୀରେ ଅଶୁଭ ସ୍ଥିତିରେ ରହିଲେ,ତେବେ ସମ୍ମାନହାନୀ, ଆଖି ଓ ହୃଦରୋଗ, ପିତାଙ୍କ ଦେହ ଖରାପ ଆଦି ହୋଇଥାଏ ।…

ସକାଳ ସମୟରେ ଏମିତି କରନ୍ତୁ ପୂଜା: ନଚେତ ସବୁକାମ ହେବ ଖରାପ, ମିଳିବ ଅଶୁଭ ଫଳ

ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଥାଏ। ମାନ୍ୟତା ଅନୁସାରେ, ଯେଉଁ ଲୋକ ପ୍ରତିଦିନ ଘରେ ପୂଜା ପାଠ କରିଥାଏ, ସେମାନଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ। କିନ୍ତୁ ପୂଜା କରିବାର ଏକ ବିଧି ରହିଛି। ଯାହାକୁ ପାଳନ କରିବା ଜରୁରୀ। ଯଦି ସେହି ଅନୁସାରେ ପୂଜା କରାନଯାଏ, ତେବେ ଫଳ…

କାହିଁକି ଘରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ତିଆରି ହୋଇଥାଏ? ଜାଣନ୍ତୁ କାରଣ…; ଆପଣ ବି କରନ୍ତୁ ଉପାୟ

ପ୍ରାୟତଃ ଆପଣ ଦେଖିଥିବେ ଯେ ଘରେ ରୁଟି ପ୍ରସ୍ତୁତ ବେଳେ ପ୍ରଥମ ରୁଟି ଗାଈ ଏବଂ ଶେଷ ରୁଟି କୁକୁରଙ୍କ ପାଇଁ ତିଆରି କରାଯାଇଥାଏ। ଏହି ପରମ୍ପରା ଶହ ଶହ ବର୍ଷରୁ ଚାଲି ଆସୁଛି। ଏମିତି କରିବା ପଛର କାରଣ ବିଷୟରେ ହୁଏତ ଅନେକଙ୍କୁ ଜଣା ନ ଥିବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି,…

କେଉଁ ଗ୍ରହର ମହାଦଶା ଜାତକରେ କେତେ ଦିନ ରହିଥାଏ? କେଉଁ ମହାଦଶାର କଣ ଫଳ ଜାଣନ୍ତୁ

ଭାରତୀୟ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଦଶା, ମହାଦଶା, ଅନ୍ତର୍ଦଶା ଏବଂ ପ୍ରତ୍ୟାନ୍ତର ଦଶା ବିଷୟରେ କୁହାଯାଇଛି। ଏହାଦ୍ୱାରା ଗ୍ରହମାନଙ୍କର ଗୋଚର ବି ଜଣାପଡେ। ତେବେ କଣ ଆପଣଙ୍କ ମନକୁ କେବେ ଏ କଥା ଆସିଛି ଯେ ଏହି ମହାଦଶା କଣ ଏବଂ କେଉଁ ଗ୍ରହର ମହାଦଶା କେତେ ସମୟ ପର୍ଯ୍ୟନ୍ତ…

ଅଟା ଚକଟିବା ବେଳେ ସାମାନ୍ୟ ଭୁଲ୍‌ ଆପଣଙ୍କ ପରିବାର ପାଇଁ ଆଣିଦିଏ ଆର୍ଥିକ ସମସ୍ୟା, ପରିବାରର ଲୋକଙ୍କର ହୁଏନି ଉନ୍ନତି

ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ଅଟା ନିଶ୍ଚିତ ଚକଟା ଯାଉଥିବ । କିନ୍ତୁ ଅଟା ଚକଟିବା ବେଳେ କିଛି ଭୁଲ ଆପଣଙ୍କ ଜୀବନରେ ଖରାପ ଏବଂ ଅଶୁଭ ପ୍ରଭାବ ପକାଇଥାଏ ବୋଲି ବହୁତ କମ୍‌ ଲୋକେ ଜାଣିଛନ୍ତି। ସାଧାରଣତଃ ଲଞ୍ଚ୍‌ କିମ୍ବା ଡିନର ପାଇଁ ରୁଟି ତିଆରି କରିବା ସମୟରେ ଅନେକ ବାର ଆବଶ୍ୟକତା ଠାରୁ ଅଧିକ…

ଘରେ ନିଶ୍ଚୟ ରଖିବା ଉଚିତ ଏହି ୫ଟି ପବିତ୍ର ଜିନିଷ, ସବୁବେଳେ ଲାଗିରହିବ ସୁଖ ସମୃଦ୍ଧି

ସବୁ ବ୍ୟକ୍ତି ଚାହାଁନ୍ତି ଯେ ତାଙ୍କ ଘର ସବୁବେଳେ ସୁଖ- ସମୃଦ୍ଧିରେ ଭରିରହୁ। ଏଥିସସହିତ ସମସ୍ତ ଦେବୀଦେବତାଙ୍କ ବାସ ରହୁ। ଏଥିପାଇଁ ସାଧାରଣତଃ ସବୁ ଲୋକ ନିଜ ଘରେ ପୂଜା ପାଠ ସହିତ ଦାନ-ପୁଣ୍ୟ ମଧ୍ୟ କରିଥାନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ମହାଭାରତର ଗୋଟିଏ ପ୍ରସଙ୍ଗରେ ଶ୍ରୀକୃଷ୍ଣ…

ଆର୍ଥିକ ସମସ୍ୟା ଏବଂ ଦୁଃଖ କଷ୍ଟ ହେବ ଦୂର, ନବରାତ୍ରି ୯ ଦିନରେ ମଧ୍ୟରେ ଲଗାନ୍ତୁ ଏସବୁ ଗଛ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ନବରାତ୍ରିର ୯ ଦିନ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି କୁହାଯାଏ। ଏହି ୯ ଦିନରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରି ଆଜିଠାରୁ ଅର୍ଥାତ୍‌ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରିରେ ମା’ ଦୁର୍ଗା…

କଠିନ ପରିଶ୍ରମ ପରେ ମଧ୍ୟ ମିଳୁନି କି ସଫଳତା ? ଗୁଜୁରାତିରେ କରନ୍ତୁ ଏମିତି ଉପାୟ

ଗ୍ରହ ନକ୍ଷତ୍ରର ଦିଗ ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ୱାରା ଗ୍ରହକୁ ଶାନ୍ତ କରିବା ସହିତ ମଜବୁତ କରିହୁଏ। ତେବେ ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଗୁଜୁରାତି ହିଁ ଅନ୍ୟତମ। ଏହା କେବଳ…

ଜ୍ୟୋତିଷ ଶାସ୍ତ୍ର : ଗୁରୁବାରକୁ କରନ୍ତୁ ଏହି ଉପାୟ ପ୍ରସନ୍ନ ହେବେ ବୃହସ୍ପତି ଦେବ, ଜୀବନରେ ଆସିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବାଦେବୀଙ୍କୁ ସମର୍ପିତ ହୋଇଥାଏ । ସେହି ଦିନ ଉକ୍ତ ଦେବାଦେବୀଙ୍କ ମନ ପସନ୍ଦ ଜିନିଷ ଦାନ କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ରରେ ଗୁରୁବାର ଦିନକୁ ବୃହସ୍ପତି ଦେବ ଓ ବିଷ୍ଣୁ ଭଗବାନଙ୍କୁ ସମର୍ପିତ କରାଯାଇଛି…

ମହିଳାମାନେ ବିନା ଗାଧୋଇବାରେ କରନ୍ତୁ ନାହିଁ ଏହି କାମ, ଧନୀ ପରିବାରକୁ ବି ବନାଇ ଦେଇଥାଏ ଗରିବ

ହିନ୍ଦୁ ଧର୍ମରେ ପ୍ରତିଦିନ ଗାଧୋଇବାର ବହୁତ ମହତ୍ୱ ରହିଛି । ବିନା ଗାଧୋଇ ପୂଜା ପାଠ କିମ୍ବା କିଛି ବି ଶୁଭ କାମ କରିବା, ଏପରି କି ରୋଷେଇ କରିବା ମଧ୍ୟ ବର୍ଜିତ ରହିଛି । ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ତାଙ୍କୁ ଦେବୀଙ୍କ ସ୍ୱରୁପ ବୋଲି ମନାଯାଏ । ତେଣୁ ମହିଳାଙ୍କୁ ନେଇ ହିନ୍ଦୁ…

ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁନାହିଁ ଏହି କାମ, ହସଖୁସିର ଜୀବନରେ ଆସିଯିବ ଝଡ

ମଙ୍ଗଳବାର ହେଉଛି ହନୁମାନ ଏବଂ ମଙ୍ଗଳଦେବଙ୍କ ଦିନ। ମଙ୍ଗଳବାରରେ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ବିଧି-ବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତର ସମସ୍ତ ସଂକଟକୁ ଦୂର କରିଦିଅନ୍ତି। ପ୍ରତ୍ୟେକଦିନ ମଣିଷ କିଛି ଏମିତି କାମ…