Browsing Tag

astrology

ଜୋତା ଚପଲ ଓଲଟା ରଖିଲେ କାହିଁକି ରାଗନ୍ତି ଘରର ବୟସ୍କ ବ୍ୟକ୍ତି, ଏହା ହେଉଛି ବଡ଼ କାରଣ

ବହୁବାର ଦେଖାଯାଏ ଘରେ ଚପଲ ଏପଟ ସେପଟ ହୋଇ ପଡ଼ିଥାଏ । ଏହାକୁ ଦେଖିବା ପରେ ଘରର ବୟସ୍କ ଲୋକେ ପାଟି କରିଥାନ୍ତି । ଏପରି ନକରିବାକୁ ଆକଟ କରିଥାନ୍ତି । ହେଲେ ଆମେ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ନଥାଉ । ଘରେ କିମ୍ବା ବାହାରେ ଜୋତା ଚପଲ ଓଲଟା ରଖିବା ଦ୍ୱାରା ଘରେ ନକରରାତ୍ମକ ଶକ୍ତି ବଢ଼ିବାକୁ…

ଭୁଲ୍‌ କାମ କଲେ ଗ୍ରହ ଉପରେ ପଡେ ଖରାପ ପ୍ରଭାବ, ଶୁଭ ଫଳ ଦେବା ଗ୍ରହ ଦେଇଥାନ୍ତି ନକାରାତ୍ମକ ପରିଣାମ

ରାଶି ଉପରେ ଗ୍ରହର ପ୍ରଭାବ ପଡିଥାଏ। ଏହା ଆପଣଙ୍କ କର୍ମ ଦ୍ୱାରା ପ୍ରଭାବିଭ ହୋଇଥାଏ। ଯେତେବେଳେ ଆପଣ ଶୁଭ ଏବଂ ଶ୍ରେଷ୍ଠ କାର୍ଯ୍ୟ କରନ୍ତି, ସେତେବେଳେ ଗ୍ରହର ଶୁଭତା ବୃଦ୍ଧି ହୋଇଥାଏ। କିନ୍ତୁ ଆପଣ ଭୁଲ କାମ କରିଥାନ୍ତି, ତାହାର ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଗ୍ରହ ଅଶୁଭ ଫଳ ଦେଇଥାଏ।…

ଆର୍ଥିକ ହାନିର ସଂକେତ ଦେଇଥାଏ ହାତରୁ ଏହି ଧଳା ବସ୍ତୁ ଖସିବା, ରଖନ୍ତୁ ସାବଧାନରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସାରା ଦିନରେ ଆମ ସହ ହେଉଥିବା ଘଟଣା ଜୀବନରେ ବିଭିନ୍ନ ଶୁ-ଅଶୁଭ ସଂକେତ ଦେଇଥାଏ । ବହୁବାର ଆମେ ବ୍ୟସ୍ତତା ଭିତରେ ତରବରରେ ବହୁତ ଜିନିଷ ତଳେ ପକାଇ ଦେଇଥାଉ । ହେଲେ ଆମେ ଏହି କଥା ଉପରେ ଏତେଟା ଧ୍ୟାନଦେଇ ନଥାଉ । ଫଳରେ ସେହି କାମ ସାରି ଅନ୍ୟ କାମରେ ମନ ଦେଇଥାଉ ।…

ଯବ ଧାନର ଏହି ଉପାୟ ଦ୍ୱାରା ଘରେ ସର୍ବଦା ବାସ କରିଥାନ୍ତି ମା’ ଲକ୍ଷ୍ମୀ, ମିଳିଥାଏ ଧନ-ଧାନ୍ୟର ସୁଖ

ଜ୍ୟୋତିଷ ଶାସ୍ତ୍ରରେ ଆପଣଙ୍କ ଆଖପାଖରେ ନକରାତ୍ମକ ଶକ୍ତି ଦୁର କରିବା ଓ ନବ ଗ୍ରହଙ୍କୁ ଶୁଭ ପ୍ରଭାବିତ କରିବା ପାଇଁ ବହୁ ଉପାୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଆଖ ପାଖରେ ଥିବା ବହୁ ଜିନିଷ ବ୍ୟବହାର ଦ୍ୱାରା ଗ୍ରହଙ୍କୁ ବି ଶାନ୍ତ କରାଯାଇଥାଏ । ଏହା ଭିତରେ ଗୋଟିଏ ବସ୍ତୁ…

ଜୁନ୍‌ ୧୮ରେ ପଡ଼ୁଛି ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରବଳ ଧନ ସମ୍ପତ୍ତି

ଜ୍ୟୋତିଷ ଶାସ୍ତ୍ରରେ ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରନ୍ତି କିମ୍ବା ଅନ୍ୟ ଗ୍ରହ ସହ ମିଶିଥାନ୍ତି, ସେତେବେଳେ ଏହାର ସିଧା ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ତେବେ ଆଗକୁ ଶୁକ୍ର ନିଜ ରାଶି ବୃଷରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଠାରେ ପୂର୍ବରୁ ହିଁ ବୁଧ ଗ୍ରହ ଅବସ୍ଥାନ…

ଆଜିଠାରୁ ବୃଷ ରାଶିରେ ବୁଧ କରୁଛନ୍ତି ମାର୍ଗି, ଜାଣନ୍ତୁ କେଉଁ ରାଶିକୁ ମିଳିବ ଫାଇଦା

ବୁଧ ଗ୍ରହ ଆଜିଠାରୁ ବୃଷ ରାଶିରେ ପ୍ରବେଶ କରୁଛନ୍ତି। ବୃଷ ରାଶିରେ ଓଲଟା ଚଳନ ଚାଲୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଦିନ ୧ଟା ୨୯ ୯ମିନିଟରୁ ବୃଷ ରାଶିରେ ମାର୍ଗି ହେବେ। ପାଖାପାଖି ୨୪ ଦିନ ପର୍ଯ୍ୟନ୍ତ ମାର୍ଗି ରହିବେ। ବୃଷ ରାଶିରେ ୧୦ ମଇ ମଙ୍ଗଳବାର ସନ୍ଧ୍ୟା ୫ଟା ୧୬ ମିନିଟ୍‌ରୁ…

ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହିସବୁ ଅକ୍ଷରଧାରୀ ଝିଅ, ଜାଣନ୍ତୁ କେଉଁମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଭାଗ୍ୟରେ ଶୁଭ ଗ୍ରହ ବିରାଜମାନ ଥାନ୍ତି, ତେବେ ବ୍ୟକ୍ତିଙ୍କର ଭାଗ୍ୟଶାଳୀ ହୋଇଥାନ୍ତି । ଏହାସହିତ ଘର ପରିବାରର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଭାଗ୍ୟଶାଳୀ ଝିଅ ସେମାନଙ୍କ ନାଁର ପ୍ରଥମ ଅକ୍ଷରରୁ ଜଣାଯାଏ। ନାମ ଜ୍ୟୋତିଷ…

ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ ଆଜି କରନ୍ତୁ ଏହି କାମ, ବ୍ୟବସାୟରେ ହେବ ଉନ୍ନତି

ବୁଧଙ୍କୁ ବ୍ୟବସାୟ, ବୁଦ୍ଧି, ବିବେକ, ତର୍କ, ବାଣୀ ଆଦିର ଗ୍ରହ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କର ଜାତକରେ ବୁଧ ଗ୍ରହ ସବୁଠାରୁ ତଳ ସ୍ଥିତିରେ ରହିଥାଏ କିମ୍ବା ଅନ୍ୟ ଗ୍ରହ ସହିତ ମିଶି ବୁଧ ଦୋଷ ନିର୍ମିତ ହୋଇଥାଏ, ସେମାନେ କେବେ ବି ବ୍ୟବସାୟରେ ଉନ୍ନତି କରିପାରନ୍ତି ନାହିଁ। ସବୁ ଚେଷ୍ଟା…

ହାତର ଏହି ସ୍ଥାନରେ ତିଳ ଥିଲେ ବ୍ୟକ୍ତିକୁ ଦେଇଥାଏ ଭିନ୍ନ ପରିଚୟ, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ତିଳ ଚିହ୍ନ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଓ ଚିହ୍ନ ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ…

ଆସନ୍ତା ୧୨ ମଇ ହେଉଛି ଖାସ ଦିନ, ଏହି ଦିନ ଏମିତି ଉପାୟ କରିବା ଦ୍ୱାରା ସାରା ବର୍ଷ ରହିଥାଏ ମା’ଲକ୍ଷ୍ମୀଙ୍କ କୃପା

ହିନ୍ଦୁ ଧର୍ମରେ କିଛି ବି ଶୁଭ କାମ କରିବା ପାଇଁ ଭଲ ଦିନ ଓ ମୂହୁର୍ତ୍ତ ଦେଖାଯାଏ । ଏମିତି ମନାଯାଏ ଯେ ଶୁଭ ସମୟରେ କରାଯାଇଥିବା କାମରେ ସଫଳତା ମିଳିବାର ଅଧିକ ସମ୍ଭାବନା ଥାଏ । ଆଜିର ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କରିବା ପୂର୍ବରୁ ଶୁଭ ସମୟ ଦେଖାଯାଇଥାଏ । ଯଦି ଆପଣ କିଛି ବିଶେଷ…

ଧନ ସମ୍ପତ୍ତି ଅଭାବ ଦୂର କରେ ଏହି ଚମତ୍କାରୀ ରତ୍ନ, ଅର୍ଥର ଅଭାବ ଥିଲେ ଧାରଣ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ଥାଏ ଯେ କେବେବି ଆର୍ଥିକ ଭାବେ କୌଣସି ଅସୁବିଧାର ସାମ୍ନା ନ କରନ୍ତୁ ଏବଂ ସର୍ବଦା ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ତାଙ୍କ ସହିତ ରହୁ। କିନ୍ତୁ ବେବେ ଏମିତି ହୁଏ ଅନେକ ଥର, କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବା ପରେ ମଧ୍ୟ ଟଙ୍କା ପାଖରେ ରୁହେ ନାହିଁ ଓ…

ଏହି ଜ୍ୟୋତିଷ ଉପାୟରେ ଆପଣ ଦୁର୍ଭାଗ୍ୟକୁ ବଦଳାଇ ପାରିବେ ସୌଭାଗ୍ୟରେ, ଜୀବନର ସବୁ କଷ୍ଟ ହେବ ଦୂର

ଜୀବନରେ ଆସୁଥିବା ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ ଦିଆଯାଇଛି | ଧର୍ମ ରାସ୍ତାରେ ଗଲେ ଏହି ସବୁ ଅସୁବିଧାରୁ ମୁକ୍ତି ମିଳିଥାଏ | କୁହାଯାଏ ଭଗବାନ ବ୍ୟକ୍ତିକୁ ବିଭିନ୍ନ ଅସୁବିଧାରୁ ମୁକ୍ତି ଦେଇଥାନ୍ତି | ତେଣୁ ଧର୍ମ ରାସ୍ତାରେ ଯିବା ସହ ଜ୍ୟୋତିଷ…