Browsing Tag

athagarh

ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ ପୋଲିସ

ଆଠଗଡ(କେନ୍ୟୁଜ୍): ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା…

ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର, କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଆହତଙ୍କ ଦେହରେ ବାଜିଛି ୮ ରାଉଣ୍ଡ ଗୁଳି।।ଦୀନବନ୍ଧୁ ନାୟକ,ବଂଶୀଧର ନାୟକଙ୍କ ଦେହରେ ୩ ଟି ଲେଖାଏଁ…

ଆଠଗଡ଼ ହେପାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପିସିସିଏଫ ଦେଲେ ସୂଚନା

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ ବନଖଣ୍ଡ ବନବିଭାଗ ହେପାଜତରେ ଅଟକଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ବନବିଭାଗ ହେପାଜତରେ ଜଣଙ୍କ ମୃତ୍ୟୁ ଘଟଣାକୁ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ଏହାର ତଦନ୍ତ ପାଇଁ…

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ !

ଆଠଗଡ଼ (କେନ୍ୟୁଜ): ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦ୍ୟୁତ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା…

ପୋଲିସ SIଙ୍କୁ ପିଟି ଆସାମୀକୁ ଛଡ଼ାଇ ନେଲେ ଦୁର୍ବୃତ୍ତ, ତିଗିରିଆ ମେଡିକାଲରେ ହେଲେ ଭର୍ତ୍ତି

ଆଠଗଡ଼(କେନ୍ୟୁଜ୍): ପୋଲିସ ଏସ୍‌ଆଇଙ୍କ ଉପରେ ଆକ୍ରମଣ । ସର୍ଭିସ ରିଭଲଭର ଛଡ଼ାଇ ନେଲେ ଦୁର୍ବୃତ୍ତ । ପୋଲିସ୍‌ ଗାଡ଼ି ଭଙ୍ଗାରୁଜା । ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଏହି ଘଟଣା ଘଟିଛି । ଢେଙ୍କାନାଳ ଟାଉନ ଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ଓ କିଛି ପୋଲିସ କର୍ମଚାରୀ ଆଜି…

ତିଗିରିଆ ୨ ଭାଇଙ୍କୁ ଟ୍ରକ ମଡ଼ାଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଗିରଫ

ଆଠଗଡ଼ (କେନ୍ୟୁଜ): ତିଗିରିଆ ଥାନା ଭିରୁଡାରେ ହୋଇଥିବା ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତର ପରିଚୟ ଜିତେନ୍ଦ୍ର ମଲ୍ଲିକ। ଦୁଇ ମାସ ହେବ ପୋଲିସକୁ ଚକ୍ମା ଦେଇ ଫେରାର ରହୁଥିଲା ଜୀତେନ୍ଦ୍ର । ଏହି ଘଟଣା ରେ ସଂପୃକ୍ତ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ, ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ

ଆଠଗଡ଼(କେନ୍ୟୁଜ୍): ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପରଛକରେ ଅଭାବନୀୟ ଘଟଣା । ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ । ମୃତକମାନେ ହେଲେ ଭିରୁଡା ଗ୍ରାମ ଗରପଡ଼ାର ଦୁଇ ଭାଇ ଶରତ ଦେହୁରୀ ଓ ଲକ୍ଷ୍ମଣ ଦେହୁରୀ । ଘଟଣା…

ସମ୍ପର୍କରେ ବଢିଲା ତିକ୍ତତା: ଦିଗପହଣ୍ଡିରେ ସ୍ବାମୀ ମାରିଲା ସ୍ତ୍ରୀକୁ, ଆଠଗଡରେ ସ୍ତ୍ରୀ ହତ୍ୟା କଲା ସ୍ବାମୀକୁ

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ ଏନଏସି ଅଧିନ ଚାରି ନମ୍ବର ୱାଡ଼ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ଦେଖିବାକୁ ମିଳିଛି , ମୃତ ସ୍ୱାମୀ ଜଣଙ୍କ ହେଲେ ମଙ୍ଗୁଳି ନାଏକ । ସ୍ତ୍ରୀ ରୀନା ନାଏକ ଓ ତାଙ୍କ  ସ୍ବାମୀ ମଧ୍ୟରେ  …