Browsing Tag

babushan and prakruti

ଭୁବନେଶ୍ୱର କୋର୍ଟରେ ପ୍ରକୃତି ମିଶ୍ର, ୫ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କୋର୍ଟରେ ପ୍ରକୃତି ମିଶ୍ର ଓ ତାଙ୍କ ଓକିଲ ବ୍ୟୋମକେଶ। ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ଓ ଶ୍ୱଶୁରଙ୍କ ନାଁରେ ମକଦ୍ଦମା କରିଛନ୍ତି।...ଜୁଲାଇ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି…

ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲା: ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ । କମିଶନରେଟ ପୋଲିସ ବାବୁସାନଙ୍କୁ ସିଆରପିସିର ଧାରା ୪୧(କ) ଅନୁଯାୟୀ ନୋଟିସ ଜାରି କରିଛି । ସେଥିରେ ଦସ୍ତଖତ କରିଛନ୍ତି ବାବୁସାନ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ବାବୁସାନଙ୍କ ଓକିଲ…

ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ କିନ୍ତୁ ଆସିଲେନି ପତ୍ନୀ ତୃପ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ଆସିଲେନି ପତ୍ନୀ ତୃପ୍ତି । ହେଲେ ତୃପ୍ତିଙ୍କ ବାପା ଲଳିତ ଶତପଥି ବାବୁସାନଙ୍କ ଘରକୁ ଯାଇଛନ୍ତି । ପତ୍ନୀଙ୍କ ସମ୍ପର୍କରେ ବାବୁ କହିଛନ୍ତି, ମୁଁ ତାଙ୍କ ସହ ସର୍ବଦା ରହିଛି । ତେଣୁ ମୁଁ ମିସ୍‌…

୪୦ ମିନିଟ ଧରି ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍):  ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା । ଚେନ୍ନାଇରୁ ଫେରିବାର ୪ ଦିନ ପରେ ଥାନାରେ ହାଜର ହୋଇଥିଲେ ବାବୁସାନ । ଆଜି ତାଙ୍କ ଜନ୍ମଦିନରେ ପାରିବାରିକ ବିବାଦ ନେଇ ବୟାନ ରେକର୍ଡ କରିଛି ପୋଲିସ । ପାଖାପାଖି ୪୦ ମିନିଟ ଧରି ତାଙ୍କୁ ପଚରଉଚରା କରିଥିଲେ…