ପଦ୍ମଶ୍ରୀ ଫେରାଇବାକୁ ପିଏମ ଆବାସକୁ ଯାଇଥିଲେ ବଜରଙ୍ଗ ପୁନିଆ, ଦେଖା ନ ମିଳିବାରୁ ଫୁଥପାଥରେ ରଖି ଆସିଲେ ମେଡାଲ
କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘ (WFI)ର ସଭାପତି ନିର୍ବାଚିତ ହେବା ପରେ ଭାଙ୍ଗିପଡିଛନ୍ତି ଖେଳାଳି । ଏହାପରେ ମର୍ମାହତ ହୋଇ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ନିଜର ପଦ୍ୱଶ୍ରୀ ଫେରାଇବା ଘୋଷଣା କରି ତାଙ୍କ…