Browsing Tag

Bamra closed

୪ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

କୁଚିଣ୍ଡା (କେନ୍ୟୁଜ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଠାରେ ୪ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ବାମରା ବନ୍ଦ ରହିଛି। ସକାଳ ୮ଟାରୁ ଏହି ବନ୍ଦ ଜାରି ରହିଥିବା ବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟ ପଟେ ଯାନବାହନ ଚଳାଚଳ ବନ୍ଦ ସାଙ୍ଗକୁ ସରକାରୀ…