Browsing Tag

barsha and anubhab

ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର, ଆଜିକୁ ଠିକ ୧୦ ବର୍ଷ ତଳେ ହୋଇଥିଲା ବିବାହ

କଟକ (କେନ୍ୟୁଜ): ଅନୁଭବ ପାଇଲେ ବିବାହ ବିଚ୍ଛେଦ ନିର୍ଦ୍ଦେଶନାମା । ୧୦ ବର୍ଷର ମିଛ ବିବାହ ବୋଲି କହିଲେ ଅନୁଭବ ମହାନ୍ତି । ହୃୟହୀନ ସଂପର୍କ ଓ କଷ୍ଟଦାୟକ ବର୍ଷ ଥିଲା । ’ଆଜିକୁ ଠିକ ୧୦ ବର୍ଷ ତଳେ ହୋଇଥିଲା ଅନୁଭବ ବର୍ଷାଙ୍କ ବିବାହ । ଦଶମ ବିବାହ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଛାଡପତ୍ର…

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା, କାଉନସେଲିଂ କରୁଛନ୍ତି ଏସଡିଜେଏମ

କଟକ : କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜରହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରୁଛନ୍ତି। ଉଭୟ ବର୍ଷା ଓ ଅନୁଭବ ମଧ୍ୟାହ୍ନ ଭୋଜନ ପାଇଁ ବାହାରି ଯାଇଛନ୍ତି। କନସିଲେସନ ପାଇଁ…

ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା, ବର ବେଶରେ ଥିବାରୁ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ

କେନ୍ୟୁଜ୍(ବ୍ୟୁରୋ): ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା । ଅଭିନେତା ଅନୁଭବ ମହାନ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ । ବର ବେଶରେ ନଜର ଆସିଛନ୍ତି ଅନୁଭବ। ତେବେ ଏହା ରିଅଲରେ ନୁହେଁ ରିଲ୍‌ର। ଏକ ସୁଟିଂ ସେଟ୍‌ର ଏହା ଦୃଶ୍ୟ। ଯାହାର EXCLUSIVE ଭିଡିଓ ଲାଗିଛି କେନ୍ୟୁଜ୍ ହାତରେ। ଅଭିନେତା…

ନଭେମ୍ବର ୨ ସୁଦ୍ଧା ଶାଶୁ ଘର ଚାବି ଫେରାଇବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଶାଶୁ ଘର ଚାବି ଫେରାଇବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ସଦର ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ । ଅନୁଭବ ମହାନ୍ତିଙ୍କ ପୈତୃକ ଘର ଚାବି କୋର୍ଟଙ୍କ ଉପସ୍ଥିତିରେ ଫେରାଇବାକୁ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷା ଶ୍ୱଶୂର ଘର ଛାଡ଼ିଛନ୍ତି…

ବର୍ଷା- ଅନୁଭବ ପାରିବାରିକ ବିବାଦ : ପୁଣି ମଧ୍ୟସ୍ଥତା ବିଫଳ, ମାମଲାର ଶୁଣାଣି କରିବାକୁ କୋର୍ଟରେ ଅନୁଭବ କରିଥିଲେ…

କଟକ (କେନ୍ୟୁଜ): କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର ଶେଷ ହେଲା ମଧ୍ୟସ୍ଥତା । ପରିବାର ଅଦାଲତ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ଆଜି ପୁଣି ନିର୍ଦ୍ଦେଶ ଦେଇଥିଲେ କଟକ…

ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ, ଆଜି ପୁଣି ହୋଇପାରେ କାଉନସେଲିଂ

କଟକ(କେନ୍ୟୁଜ୍): ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ…

ଅନୁଭବ-ବର୍ଷା ବିବାଦ ମାମଲା: କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଛାଡ଼ିବେ ଶାଶୂଘର

କଟକ (କେନ୍ୟୁଜ): ବର୍ଷାଙ୍କ ଆବେଦନ କଟକ ଏଡିଜେ କୋର୍ଟରେ ଅଗ୍ରାହ୍ୟ। ଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା। କଟକ ଏଡିଜେ କୋର୍ଟରେ ଅନୁଭବ ବର୍ଷା ବିବାଦ ମାମଲା। ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ ବର୍ଷା। ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କଲେ ଅତିରିକ୍ତ…

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: ସେପ୍ଟେମ୍ୱର ୭ରେ ହେବ ଆବେଦନ ଶୁଣାଣି

କଟକ (କେନ୍ୟୁଜ): ହାଇକୋର୍ଟରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି । କଟକ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…

ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ: ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ କରିଥିଲେ ଦୁର୍ବ୍ୟବହାର

କଟକ(କେନ୍ୟୁଜ୍): ସାଂସଦ, ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଏକ ନୂଆ ମୋଡ଼। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ଏକ ସମନ ଆସିଥିବା ଜଣାପଡିଛି। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ…

ପୁଣି ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ

କଟକ (କେନ୍ୟୁଜ୍‌) : ଅଦାଲତ ଅବମାନନା ମାମଲା ଦାୟର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ତଥା ଓଲିଉଡ୍‌ ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ କରିଛନ୍ତି ବର୍ଷା। ଅନୁଭବ ଅଦାଲତ ଅବମାନନା କରିଥିବା ତାଙ୍କ ମାମଲାରେ ସେ ଦର୍ଶାଇଛନ୍ତି। ବିବାହ ବିଚ୍ଛେଦ ନେଇ…