iPhone କିମ୍ବା ସାମସଙ୍ଗ ନୁହେଁ ଏହି ଫୋନର କ୍ୟାମେରା ସବୁଠୁ ବେଷ୍ଟ, ଜାଣନ୍ତୁ କ’ଣ କହୁଛି ରିପୋର୍ଟ
ସ୍ମାର୍ଟଫୋନ୍ କ୍ୟାମେରା ର଼୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ Dxomark ଏବେ ଏକ ରାଙ୍କିଙ୍ଗ୍ ସେୟାର କରିଛି । କ୍ୟାମେରା ଟେଷ୍ଟିଙ୍ଗ ଦୃଷ୍ଟିରୁ dxomark ହେଉଛି ବିଶ୍ୱର ସବୁଠାରୁ ବଡ ପ୍ଲାଟଫର୍ମ । ଯେତେବେଳେ ଆମେ ସର୍ବୋତ୍ତମ କ୍ୟାମେରା ଫୋନ୍ ବିଷୟରେ କଥାବାର୍ତ୍ତା କରୁ, ସାଧାରଣତଃ Apple ର…