୧୪ ଜାନୁଆରୀରୁ ଆମାଜନରେ ଆରମ୍ଭ ହେବ ବର୍ଷର ପ୍ରଥମ ସେଲ୍, ଏହି ୫ଟି ସ୍ମାର୍ଟଫୋନରେ ମିଳିବ ଦମଦାର ଡିସକାଉଣ୍ଟ
ଆମାଜନ ୨୦୨୪ରେ ନିଜର ଫାଷ୍ଟ ସେଲ ଘୋଷଣା କରିଛି । ଏହି ସେଲ ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏବଂ ପ୍ରାଇମ ୟୁଜର ମାନେ ଗୋଟିଏ ଦିନ ପୂର୍ବରୁ ଏହି ସେଲର ଲାଭ ଉଠାଇ ପାରିବେ । ଏହି ସେଲରେ, ୟୁଜରମାନଙ୍କୁ SBI ବ୍ୟାଙ୍କ କାର୍ଡ ମାଧ୍ୟମରେ କ୍ରୟ ଉପରେ ଇନଷ୍ଟାଣ୍ଟ ୧୦% ଡିସକାଉଣ୍ଟ ଦିଆଯିବ ।…