ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଗେଣ୍ଡୁ ଫୁଲ, ଜାଣନ୍ତୁ ବ୍ୟବହାର କରିବାର ଉପାୟ
ଫୁଲକୁ ଈଶ୍ୱରଙ୍କୁ ଅର୍ପଣ କରାଯାଏ। କିନ୍ତୁ ଏହାର ଆହୁରି ମଧ୍ୟ ଅନେକ ଉପକାର ରହିଛି, ଯାହା ହୁଏତ ଆପଣ ଜାଣିନଥିବେ। ମୁଖ୍ୟତଃ ଗେଣ୍ଡୁ ଫୁଲକୁ ପୂଜା କରିବାରେ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଆପଣ ନିଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାର ଅନେକ ଔଷଧୀୟ ଉପକାରିତା ରହିଛି।…