ଆପଣଙ୍କ ଶରୀରରେ ଶିର ସମ୍ଭନ୍ଧୀୟ ସମସ୍ୟା ଅଛି କି ? ଜାଣନ୍ତୁ କିପରି ଶୋଇବେ
ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ଓ ଷ୍ଟ୍ରେସ୍ ଯୋଗୁ ଲୋକଙ୍କ ମଧ୍ୟରେ ଶିର ସମ୍ଭନ୍ଧୀୟ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ବହୁତ ଲୋକ ସାଇଟିକା ଓ ଭାରିକୋଜ୍ ଭେନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଏପରି ଯେ ଉଠିବା, ବସିବା ଏବଂ ଚାଲିବାରେ ଲୋକଙ୍କୁ ଅନେକ ଅସୁବିଧା…