ଦୁନିଆର ସବୁଠାରୁ ପତଳା ଏବଂ Flip ଫୋନ ଲଞ୍ଚ କରିବ Motorola , ଜାଣନ୍ତୁ କଣ ରହିଛି ଫିଚର୍ସ ଏବଂ ଦାମ
ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ମୋବାଇଲ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆଜି Motorola ର ଦୁଇଟି ଦମଦାର ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ସନ୍ଧ୍ୟା ୫ଟା ସମୟରେ Motorola Razr 40 ସିରିଜକୁ କମ୍ପାନୀ ଲଞ୍ଚ କରିବ । ଏହି ସିରିଜ ଅନୁସାରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହେବ,…