ଭାଇ ଭଉଣୀଙ୍କ ସଂପର୍କକୁ ନେଇ ପାକିସ୍ତାନ ୟୁନିଭରସିଟିରେ ପଚରାଗଲା ଅଶ୍ଲୀଳ ପ୍ରଶ୍ନ, ଲୋକେ କରୁଛନ୍ତି ଛି ଛି..
ପାକିସ୍ତାନର ଇସଲାମବାଦର ଏକ ୟୁନିଭରସିଟିରେ ପରୀକ୍ଷା ପ୍ରଶ୍ନକୁ ନେଇ ବିବାଦ ଉପୁଜିଛି । ଏଠାରେ ଇଂରାଜୀ ଟେଷ୍ଟ ପେପର ଭାଇ-ଭଉଣୀଙ୍କ ଅନ୍ତରଙ୍ଗ ସଂପର୍କକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ଏକ ପାସେଜ ଦିଆଯାଇଥିଲା, ଯେଉଁଥିରେ ଭାଇ ଭଉଣୀଙ୍କ ଇଣ୍ଟିମେଟ୍ ରିଲେସନକୁ ନେଇ ଲେଖାଯାଇଥିଲା। ଏହା…