Browsing Tag

bhitarakanika

ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀ: ଗତବର୍ଷ ତୁଳନାରେ ୭ହଜାର ୭୯୭ଟି ପକ୍ଷୀ ଆସିଛନ୍ତି

ରାଜନଗର (କେନ୍ୟୁଜ): ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା। ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର…

ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା, ୧୭ ଟି ଟିମ୍‌ ସାମିଲ

ରାଜନଗର (କେନ୍ୟୁଜ): ପକ୍ଷୀ ମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିଛି । ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧ଟା…

ଜାନୁଆରୀ ୪ରୁ ୧୪ ପର୍ଯ୍ୟନ୍ତ କୁମ୍ଭୀର ଗଣନା, ୧୧ଦିନ ବନ୍ଦ ରହିବ ଭିତରକନିକା

ରାଜନଗର(କେନ୍ୟୁଜ): ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନକର୍ମଚାରୀ କୁମ୍ଭୀର ଗଣନା…

ଓଡିଶାରେ ପ୍ରଥମ: ବନ କର୍ମଚାରୀ ମାନଙ୍କୁ ମିଳିଲା ସମ୍ମାନ, ଭିତରକନିକାରେ ସ୍ଥାପିତ ହେଲା ସହୀଦ ସ୍ମୃତି ସ୍ତମ୍ଭ

ରାଜନଗର(କେନ୍ୟୁଜ୍):ଭିତରକନିକା ଓ ଗହିରମଥାର ସୁରକ୍ଷା ପାଇଁ ସଂଘର୍ଷ କରି ଜୀବନ ଦେଇଥିବା ବନ କର୍ମଚାରୀ ମାନଙ୍କୁ ମିଳିଲା ସମ୍ମାନ । ଭିତରକନିକାରେ ସ୍ଥାପିତ ହେଲା ସହୀଦ ସ୍ମୃତି ସ୍ତମ୍ଭ । ଯାହା ଓଡିଶାରେ ପ୍ରଥମ। ସେଥିପାଇଁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା, ଉତ୍ସାହିତ ବନ କର୍ମଚାରୀ ।…

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ପକ୍ଷୀ ଗଣନା ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ଜଣ ସଦସ୍ୟ ଅଛନ୍ତି । ଏହି ଗଣନା ୮ ତାରିଖ ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ। ଭିତରକନିକାର ଲଷ୍ମୀ…

ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର, ପ୍ରତିଷ୍ଠା ହେଲା ବୋଟ ଲାଇବ୍ରେରୀ

ରାଜନଗର(କେନ୍ୟୁଜ୍): ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ନୂଆ କରି ଏକ ଲାଇବ୍ରେରୀ କରାଯାଇଛି । ଏହି ଲାଇବ୍ରେରୀଟି ବୋଟରେ ହୋଇଥିବାରୁ ଏହାର ନାମ ବୋଟ ଲାଇବ୍ରେରୀ ରଖାଯାଇଛି । ଏହା ନଦୀରେ ନୁହେଁ ସ୍ଥଳଭାଗରେ ରଖାଯାଇଛି। ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ଭିତରକନିକାର…

ଭିତରକନିକା ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ, ଚଳିତବର୍ଷ ରେକର୍ଡ ସଂଖ୍ୟକ ବସା ଚିହ୍ନଟ

ରାଜନଗର(କେନ୍ୟୁଜ୍): ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୨୨ଟି ବସା ଚିହ୍ନଟ କରାଯାଇଛି। ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି।…

ମେ ୧ରୁ ଜୁଲାଇ ୩୧ ଯାଏ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

ରାଜନଗର(କେନ୍ୟୁଜ): ମେ ୧ ତାରିଖରୁ ବନ୍ଦ ଭିତରକନିକା ଜାତୀୟ ଉଦ୍ୟାନ । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।…