Browsing Tag

bhubaneswar

ନୂଆବର୍ଷ ପୂର୍ବରୁ ଅଶାନ୍ତ ରାଜଧାନୀ: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର

ଭୁବନେଶ୍ବର (କେନ୍ୟୁଜ): ନୂଆବର୍ଷ ପୂର୍ବରୁ ଅଶାନ୍ତ ରାଜଧାନୀ। ଭୁବନେଶ୍ବରରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର। ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି। ରଘୁର ବାମ ଗୋଡ଼ରେ ଗୁଳି ବାଜିଛି। କଟକ SCBକୁ ସ୍ଥାନାନ୍ତର କରାଯାଇଛି।…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା। କେଦାରପଲ୍ଲୀ ବସ୍ତିରୁ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ । ଏଥିସହିତ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ରାଜେଶ ନାୟକ,…

ଡମଣା ଛକରେ ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ , ୨ ଆହତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଯାହା ଫଳରେ ଡିଭାଇଡ଼ର ଉପରେ ଚଢିଗଲା ଅଟୋ। ଏଥିରେ ୨ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ପିସିଆର୍‌ଙ୍କୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକେ ପିସିଆର୍‌ ପହଞ୍ଚି…

ହାତରେ ଯାଦୁ ଦେଖାଉଛନ୍ତି ଏହି ଯୁବତୀ, କୋଭିଡ ସମୟରୁ ଆରମ୍ଭ କରିଥିଲେ ଅଭିନବ ଉପାୟ

ଦୁନିଆରେ ଯେଉଁମାନେ ପାଠ ପଢୁଛନ୍ତି ସମସ୍ତେ ପ୍ରାୟ ଡାକ୍ତର ଇଞ୍ଜିନିଅର କି ବଡ଼ ଅଫିସର ହେବା ପାଇଁ ଲକ୍ଷ ରଖିଥାନ୍ତି । ହେଲେ ଆମେ ଏମିତି ଜଣେ ଛାତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର କାହାଣୀ ଟିକେ ନିଆରା । ଯାହା ସମସ୍ତଙ୍କୁ ଟିକେ ଚିନ୍ତା କରିବାକୁ ବାଧ୍ୟ କରିବ । ଆସନ୍ତୁ ଜାଣିବା…

ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଚ, ଗୀତରେ ଦୁଲୁକୁଛି ରାଜପଥ

ଭୁବନେଶ୍ବର (କେନ୍ୟୁଜ): ପୁଣି ଫେରିଲା ପଥୋତ୍ସବ । ଭୁବନେଶ୍ବରରେ ଆଜିଠୁ ପାଳିତ ହେଉଛି ପଥୋତ୍ସବ । ନୂଆ ରଙ୍ଗ ଓ ରୂପରେ ଶୀତକୁ ସ୍ବାଗତ କରି ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଲାଗିଛି ଭିଡ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିଥିବା ବେଳେ…

ମା’ ସୁନାଦେଇଙ୍କ ନାଁ ଶୁଣିଲେ ଭକ୍ତର ମୁଣ୍ଡ ଆପେ ଆପେ ନଇଁ ଯାଏ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର

କାହିଁ କେଉଁ କାଳରୁ କୋଠା ବାଡ଼ି ପରିପୂର୍ଣ୍ଣ ଅଞ୍ଚଳରେ ମନ୍ଦିର ଟିଏ ମୁଣ୍ଡ ଟେକି ରହିଛି । ମନ୍ଦିର ଟି ଭାରି ସୁନ୍ଦର ଭାବେ ସଜା ହୋଇଛି । ମୁଖ୍ୟ ଦ୍ୱାରରେ ମା’ଙ୍କ ମୂର୍ତ୍ତି । ଗୋଟିଏ ପାଖରେ ମା’ କନକ ଦୁର୍ଗା ଅନ୍ୟ ପାଖରେ ଦେବାଧିଦେବ ମହାଦେବ ଶିବ ଶଙ୍କର । ଆଉ ମଝିରେ ରାମ ଲକ୍ଷ୍ମଣ…

ମୁଣ୍ଡ ଉପରୁ ଉଠିଗଲା ସମସ୍ତଙ୍କ ହାତ, କାନ୍ଦି କାନ୍ଦି ବାପା ମା’ଙ୍କୁ ଝୁରୁଛି ପୁଅ

ଭୁବନେଶ୍ୱର (କେନ୍ୟୁଜ): ପିଲାକୁ ଅନାଥ କରି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ ବାପା ମା’ । କିଛି ବର୍ଷ ତଳେ ପ୍ରଥମେ ମା’ ଏକା କରି ଚାଲିଗଲା ପରେ ବାପା ବି ପୁଅକୁ ଏକା କରି ଚାଲିଗଲା । ବାପାର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନି ପୁଅ । ବାପା ମା ହାତ ମୁଣ୍ଡ ଉପରେ ଥିଲେ ସାରା…

ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ତୋଷାଳୀ ମେଳା, ୧୪ ଦିନ ଧରି ଉପଭୋଗ ରାଜଧାନୀବାସୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା ତୋଷାଳୀ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ତୋଷାଳୀ ମେଳା ଚାଲିବ । ପରିସରକୁ ପାରମ୍ପରିକ ରୂପ ଦିଆଯିବା ସହ ଥିମ୍ ପାଭିଲିଅନ୍‌କୁ ଭିନ୍ନ ତଥା ଆକର୍ଷଣୀୟ ରୂପ ଦିଆଯାଇଛି। ଏଥିରେ ଦେଶର କୋଣ…

ଜମି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ, ଅଭିଯୁକ୍ତ ମାଲିକ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି । ସେ ଡ଼ିଜି…

ନୃଶଂସ ଝିଅ: ବାପା ମୁହଁକୁ ଢାଳିଦେଲା ଡ଼ହ ଡ଼ହ ତତଲା ପାଣି, ଆଖି ସମ୍ପୂର୍ଣ୍ଣ ନଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ମଣିଷ ରାଗ ଦେଖିଲାନି ବାପା-ଝିଅର ସମ୍ପର୍କ । ନିଜର ଜନ୍ମକଲା ବାପା ମୁହଁକୁ ଗରମ ପାଣି ଢାଳିଦେଲା ଝିଅ । ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ । ସୂଚନା ଅନୁସାରେ ଭରତପୁର ଅଞ୍ଚଳରେ ପାରିବାରିକ କଳହର କରୁଣ ପରିଣତି…

ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ, ଏଣିକି କାନ୍ଥ ବାଡ଼ରେ To-let ମାରିଲେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ମୋଟା ଅଙ୍କର ତଣ୍ଡ। କାରଣ କାନ୍ଥବାଡ଼ କି କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ…

ରାଜଧାନୀରେ ରାତିକେ ସିରିଜ ଚୋରି, ଆପାର୍ଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ଗୋଟିଏ ରାତିରେ ସିରିଜ ଚୋରି। ଗାଡକଣ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଚୋର। ଗୋଟିଏ ରାତିରେ ଏକାସାଙ୍ଗରେ ୫ଟି ଫ୍ଲାଟରୁ ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି…