Browsing Tag

Bigg Boss

ବିଗ୍ ବସ୍ ୧୭ ର ରିୟୁନିୟନ୍‌ ପାର୍ଟିରେ ହେଲା ବଡ଼ ବିବାଦ, ଅଭିଷେକଙ୍କୁ ମାରିବା ପାଇଁ ଚେୟାର ଉଠାଇଲେ ତେହେଲକା

ବିଗ୍ ବସ୍ ସିଜିନ୍‌ ୧୭ ଶେଷ ହୋଇଛି । କିନ୍ତୁ ସୋ ବିଷୟରେ ଆଲୋଚନା ହେବା ବନ୍ଦ ହୋଇନାହିଁ । ତେବେ ମୁନାୱର ଫାରୁକି ବିଗ୍ ବସ୍ ଟ୍ରଫି ଜିତିଥିଲେ । ସୋ ଶେଷ ହେବା ପରେ ମଧ୍ୟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀମାନେ କ’ଣ କରୁଛନ୍ତି ଜାଣିବାକୁ ବହୁତ ଆଗ୍ରହୀ ଅଛନ୍ତି । ତେବେ କିଛି…

ବିଗ୍ ବସ୍-୧୭ରୁ ବାହାରକୁ ଆସିବା ପରେ ବଡ଼ ଖୁଲାସା କଲେ ନାଭିଦ୍, କହିଲେ କମ୍ବଳ ଭିତରେ କ’ଣ ହୁଏ

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିୟାଲିଟି ସୋ ‘ବିଗ୍ ବସ୍। ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରିୟାଲିଟି ସୋ ବିଗ୍ ବସ୍ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ…

ବିଗ୍‌ ବସ୍‌ ୧୭ ପାଇଁ ସଲମାନ ଖାନ୍‌ ଭାଙ୍ଗିଲେ ସବୁ ରେକର୍ଡ, ଚାର୍ଜ କଲେ ୨୦୦ କୋଟି!

ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ ଏହି ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଶୋ’ର ନିର୍ମାତାମାନେ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ବିଗ୍‌ ବସ୍‌ ୧୭କୁ ନେଇ ଅନେକ ଟିଭି ଷ୍ଟାର ଏବଂ ସୋସିଆଲ୍‌ ମିଡିଆ ଇନଫ୍ଲ୍ୟୁଏନ୍ସର ମାନଙ୍କର ନାମ ଚର୍ଚ୍ଚାରେ ରହିଛି । କିନ୍ତୁ ଅଫିସିଆଲି ଏ…

‘ବିଗ୍‌ ବସ୍‌ ୧୭’ ସୁଟିଂ ସେଟ୍‌ରୁ ସଲମାନ ଖାନ୍‌ଙ୍କ ଫଟୋ ଭାଇରାଲ, ଭିନ୍ନ ଲୁକ୍‌ରେ ଆସିଲେ ନଜର

ବଲିଉଡ ଭାଇଜାନ ସଲମାନ ଖାନ୍‌ ସବୁବେଳେ ତାଙ୍କ ଫିଲ୍ମ ଓ ତାଙ୍କ ବୋଲ୍ଡ ଲୁକ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଭାଇଜାନ ହୋଷ୍ଟ କରୁଥିବା ସବଠାରୁ ହାଇ ବଜେଟ୍ ସୋ ବିଗ୍‌ ବସ୍‌ କୁ ନେଇ ସବୁବେଳେ ପ୍ରାୟ ଚର୍ଚ୍ଚା ଲାଗି ରହିଥାଏ । ଏଇ କିଛି ଦିନ ହେବ ବିଗ୍‌ ବସ୍‌ ଓଟିଟି ସିଜିନ୍‌ ୨ ଶେଷ…

ବିଗ୍‌ବସ୍‌ ୧୭ କୁ ନେଇ ଚର୍ଚ୍ଚା ଆରମ୍ଭ, ସାମ୍ନାକୁ ଆସିଛି ୧୨ ଜଣ ପ୍ରତିଯୋଗୀଙ୍କ ନାମ

ସଲମାନ ଖାନ୍‌ ହୋଷ୍ଟ କରୁଥିବା ରିଆଲିଟି ସୋ ବିଗ୍‌ବସ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ଏବେ ‘ବିଗ୍‌ବସ୍‌ ଓଟିଟି ସିଜିନ୍‌ ୨’ ଶେଷ ହୋଇଛି । ହେଲେ ଦର୍ଶକ ଏବେ ବିଗ୍‌ବସ୍‌ ୧୭ କେବେ ଆରମ୍ଭ ହେବ, ଏହା ସହ କେଉଁ ପ୍ରତିଯୋଗୀ ଭାଗ ନେବେ ତାହା ଜାଣିବା ନେଇ ବହୁତ ଉତ୍ସାହିତ ରହିଛନ୍ତି ।…

କାମ ଦେଲା ସିଷ୍ଟମ୍: ‘ବିଗ୍‌ ବସ୍‌’ର ସବୁ ରେକର୍ଡ ଭାଙ୍ଗି ଏଲଭିଶ ଯାଦବ ହେଲେ ବିଜେତା

ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଛି ତାହାର ବିଜେତା । ପ୍ରଥମ ଥର‘ବିଗ୍‌ ବସ୍‌’ରେକର୍ଡ ଭାଙ୍ଗିଛି ଓ୍ଵାଇଲ୍ଡ କାର୍ଡର୍ ଏଣ୍ଟ୍ରି । ଏଲଭିଶ ଯାଦବ ଏହି ସୋ'ର ବିଜେତା ହୋଇଛନ୍ତି । ଏଲଭିଶ ଯାଦବ ବିଗ୍‌ ବସ୍‌ ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ଏହା ତାଙ୍କ…

ପ୍ରଥମ ଥର ପାଇଁ ବିଗବସ୍‌ ଓଟିଟି ୨ର ଫାଇନାଲ ରବିବାର ନୁହେଁ ସୋମବାର ହେବ ! ଜାଣନ୍ତୁ କାରଣ

‘ବିଗ୍‌ ବସ୍‌ ଓଟିଟି ୨’ ର ଫାଇନାଲ୍‌ ରବିବାର ନୁହେଁ ବରଂ ସୋମବାର ହେବ । ‘ବିଗ୍‌ ବସ୍‌ ଓଟିଟି ୨’ ଟିଭି ଦୁନିଆର ଏକ ଲୋକପ୍ରିୟ ରିଆଲିଟି ସୋ । ଏହି ସୋ ର ଫାଇନାଲ୍‌ ଖୁବ୍‌ଶୀଘ୍ର ହେବାକୁ ଯାଇଛି । ତେବେ ଏହିଥର ସୋ ର ଫାଇନାଲ୍‌ କିଛି ଭିନ୍ନ ହେବାକୁ ଯାଉଛି । ବିଗ୍‌ ବସ୍‌ ସୋ ସବୁବେଳେ…

 ବିଗ୍‌ ବସ୍‌ ଓଟିଟି ୨ ରୁ ବାହାରକୁ ବାହାରିଲେ ପୂଜା ଭଟ୍ଟ, ଜାଣନ୍ତୁ କଣ ରହିଛି କାରଣ

ବିଗ୍‌ ବସ୍‌ ଓଟିଟି ୨ ଟିଭି ଦୁନିଆର ଏକ ରିଆଲିଟି ସୋ ଯାହା ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ସୋ ଟିଭି ଦୁନିଆରେ ଅନେକ ସମୟ ଧରି ଚର୍ଚ୍ଚାରେ ରହିଥାଏ । ବିଗ୍‌ ବସ୍‌ ର ଅନେକ ସିଜିନ ଶେଷ ହୋଇସାରିଛି । ଏହି ସୋ ରେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥାଏ । କେତେ ବେଳେ…

ଜର୍ମାନୀରେ ଚର୍ଚ୍ଚରେ ବିବାହ ପରେ ବଙ୍ଗାଳୀ ରୀତିନୀତିରେ ବାହା ହେବେ ଶ୍ରୀଜିତା, ଗୋଆରେ ଚାଲିଛି ପ୍ଲାନିଂ

ଟିଭି ଅଭିନେତ୍ରୀ ଶ୍ରୀଜିତା ଦେ ପ୍ରେମିକ ମାଇକେଲ ବ୍ଲୋହମ-ପେପଙ୍କୁ ବିବାହ କରିଛନ୍ତି । ଦୁହେଁ ଚର୍ଚ୍ଚରେ ବିବାହ କରିବା ପରେ ଏବେ ବଙ୍ଗାଳୀ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଶ୍ରୀଜିତାଙ୍କ ମନ ରହିଥିଲା । ତେଣୁ ଦୁହେଁ ପ୍ରଥମେ…

ବାହାଘର ପରେ ଅନେକ ମନମାଳିନ୍ଯ, ଝଗଡା; ତଥାପି ଏକାଠି ରହିଛନ୍ତି ରୁବିନା ଏବଂ ଅଭିନବ

ବଲିଉଡ ଇଣ୍ଡଷ୍ଟ୍ରୀରେ ବହୁ ଅଭିନେତା ଓ ଅଭିନେତ୍ରୀ କେତେବେଳେ ଲଭକୁ ନେଇ ଆଉ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେଲିବ୍ରିଟିମାନେ ଦୀର୍ଘଦିନର ସଂପର୍କକୁ ମଧ୍ୟ ଭାଙ୍ଗିବାକୁ ପଛାନ୍ତି ନାହିଁ । ବଲିଉଡରେ ଅନେକ ସେଲିବ୍ରିଟି ଏବେ ଛାଡପତ୍ର ନେଉଥିବା ବେଳେ ଟିଭି ଅଭିନେତ୍ରୀ ରୁବିନା…

ବିଗ୍‌ବସ୍‌ରେ ସଲମାନଙ୍କ କୋ-ହୋଷ୍ଟ ଭାବେ ନଜର ଆସିବେ କ୍ରିଷ୍ଣା, ୧୭ ଜୁନରୁ ଜିଓ ସିନେମାରେ ହେବ ଷ୍ଟ୍ରିମ୍‌

କେନ୍ୟୁଜ୍‌(ବ୍ୟୁରୋ): ଟେଲିଭିଜନ ସୋ ମାନଙ୍କ ଭିତରେ ରିଆଲିଟି ସୋ ର ସ୍ୱତନ୍ତ୍ର ସ୍ଥାନ ରହିଛି । ଆଜିକା ସମୟରେ ଟେଲିଭିଜନ ଦର୍ଶକ ରିଆଲିଟି ସୋକୁ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରି କିଛି ଟେଲିଭିଜନ ସୋ ରହିିଛି ଯାହାର ଦର୍ଶକଙ୍କ ସଂଖ୍ୟା ଖୁବ ଅଧିକ । ଏପରିକି ଧାରାବାହିକ ଅପେକ୍ଷା…

ବିଗ୍‌ ବସ୍‌ର ଝଟକା! ଅବ୍ଦୁ ରୋଜିକ୍‌ଙ୍କ ପରେ ଘରୁ ବିଦାୟ ନେଲେ ଏହି ପ୍ରତିଯୋଗୀ; କାନ୍ଦି କାନ୍ଦି ମାଗିଲେ କ୍ଷମା

ଅବ୍ଦୁ ରୋଜିକ୍ ବିଗ୍ ବସ୍ ୧୬ରୁ ବିଦାୟ ନେବା ପରେ ଏବେ ଶୋ’ର ନିର୍ମାତା ଆଉ ଏକ ଝଟ୍‌କା ଦେଇଛନ୍ତି। ବିଗ୍‌ ବସ୍‌ ଘରୁ ଏବେ ସାଜିଦ ଖାନ ବିଦାୟ ଦେବାକୁ ଯାଉଛନ୍ତି। ଫିନାଲେ ପୂର୍ବରୁ ସାଜିଦ୍ ଖାନ ଶୋ’କୁ ଅଲ୍‌ବିଦା କହିବେ। ଅପ୍‌କମିଂ ଏପିସୋଡରେ ବିଗ୍ ବସ୍ ନିଜେ ସାଜିଦ୍ ଖାନଙ୍କୁ ଏକ ସ୍ପେଶାଲ…