Browsing Tag

Bihar

ସରକାରୀ ଶିକ୍ଷକଙ୍କୁ ଅପହରଣ କରିବା ପରେ ବନ୍ଧୁକ ମୁନରେ କଲେ ବାହାଘର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବିହାରର ବୈଶାଳୀରେ ଜବରଦସ୍ତି ବିବାହର ଏକ ମାମଲା ସାମ୍ନାକୁ ଆସିଛି । ଜବରଦସ୍ତ ବିବାହ କରିବା ଉଦ୍ଦେଶ୍ୟରେ ବିହାର ପବ୍ଲିକ ସର୍ଭିସ କମିଶନ (ବିପିଏସସି) ଦ୍ୱାରା ନିଯୁକ୍ତ ଜଣେ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା । ଯେତେବେଳେ ଶିକ୍ଷକ ତାଙ୍କୁ ବିବାହ କରିବାକୁ ମନା କରିଦେଲେ, ତାଙ୍କୁ ଖୁବ ମାଡ଼…

ବିହାର: ଛଟ୍‌ ପୂଜା ସାରି ଫେରୁଥିବା ବେଳେ ପରିବାରର ୬ ସଦସ୍ୟଙ୍କୁ ଗୁଳିମାଡ଼, ୨ ଜଣଙ୍କର ଉଡ଼ିଗଲା ପ୍ରାଣବାୟୁ

ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଦ୍ୱୟ…

ପାଟନା: ଦୀପାବଳି ରାତିରେ ଜିଅନ୍ତା ଜଳିଗଲେ ୨ ଶ୍ରମିକ, ଚପଲ କାରଖାନାରେ ଲାଗିଲା ଭୟଙ୍କର ନିଆଁ

ଦୀପାବଳି ରାତିରେ ବିହାରର ପାଟନାରେ ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ ଘଟି ୨ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାରଖାନାର ପ୍ରଥମ ମହଲାର ଏକ କୋଠରୀରେ ଶୋଇଥିବା ବେଳେ ଶ୍ରମିକଦ୍ୱୟ ଜଳିଯାଇଥିଲେ। ମୃତକମାନେ ହେଲେ, ଜମୁଇ ନିବାସୀ ମୁକେଶ ଦାସ ଓ ମହାଦେବ ଦାସ। ଅଗ୍ନିକାଣ୍ଡର ଖବର ଶୁଣିବା…

ବିହାର ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍‌, OBC-EBCଙ୍କ ଅଂଶ ହେଲା ୪୩%

ବିହାର ବିଧାନସଭାରେ ଗୁରୁବାର ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍। ଅପରାହ୍ନ ୨ଟାରୁ ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ୭୫% ସଂରକ୍ଷଣ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାସ୍‌ ହୋଇଛି। ନୀତୀଶ ସରକାର ବିହାରରେ ଜାତିଭିତ୍ତିକ ସଂରକ୍ଷଣର ପରିସରକୁ ୫୦ରୁ ୬୫%କୁ ବୃଦ୍ଧି କରିବା ଏବଂ…

ଦୋକାନରୁ ବିସ୍କୁଟ, କୁରକୁରେ ଖାଇଦେଲେ ବୋଲି ୪ ନାବାଳକଙ୍କୁ ପିଟିଲେ ଦୋକାନୀ, ଆଉ ଘଣ୍ଟା ଘଣ୍ଟା ପାଇଁ ଖୁଣ୍ଟ ବାନ୍ଧିଲେ

ଛୋଟ ପିଲା ବିସ୍କୁଟ, କୁରକୁରେ ଦେଖି ଲୋଭ କରିଦେଲେ । ତେଣୁ ଦୋକାନରୁ ଲୁଚାଇ ଖାଇଦେଲେ । ଆଉ ଏହି ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଖବର ମିଳିଛି । ୪ ଜଣ ନାବାଳକଙ୍କୁ କେବଳ ମାରିବା ନୁହେଁ ବରଂ ଘଣ୍ଟା ଘଣ୍ଟା ଗଛରେ ବାନ୍ଧି ରଖିଲେ । ଏହି ଘଟଣା ସମସ୍ତେ…

ପରୀକ୍ଷାରେ କପି କରିବାକୁ ମନା କରିବାରୁ ସାରଙ୍କୁ ଧରି ବହେ ଛେଚିଲେ ପରୀକ୍ଷାର୍ଥୀ

ପରୀକ୍ଷାରେ ଆପଣ କେବେ କପି କରିଛନ୍ତି ? ଆପଣଙ୍କ ଭିତରୁ ଅନେକ ସାମ୍ନାରେ ମନା କରୁଥିଲେ ବି କିଛି ଜଣ ଅଛନ୍ତି ଯୋଉ ମାନେ ପାଠ ନପଢି ପରୀକ୍ଷାରେ କପି କରିଥାନ୍ତି। ଆଉ ଏହି ପିଲା ଯେତେବେଳେ ପରୀକ୍ଷା ହଲରେ ସମସ୍ତଙ୍କ ସାମ୍ନାରେ ଧରା ପଡନ୍ତି।ସେତେବେଲେ ମାଷ୍ଟର ମାନେ ତାଙ୍କୁ ହଲ ରୁ ବାହାର କରି…

ଖାଲିପଡିଛି ୩୫୩୨ ସରକାରୀ ପଦବୀ, ୧୨ଶ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ବିହାରରେ ପଞ୍ଚାୟତ ସଚିବ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ଯୁବକଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ପ୍ରେମିକା ଘରେ ପ୍ରେମିକର ଗୁପ୍ତାଙ୍ଗ କାଟିଦେଲେ ପରିବାର ଲୋକେ

ନୂଆଦିଲ୍ଲୀ : ବିହାରର ମୁଜାଫରପୁରରୁ ଏକ ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି। ପ୍ରେମିକାକୁ ପ୍ରେମ କରିବା ପ୍ରେମିକ ପାଇଁ ହେଲା କାଳ । ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବକ ଉକ୍ତ ଅଞ୍ଚଳର ଗୋଟେ ଝିଅକୁ ଭଲ ପାଉଥିଲେ। ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ…

ବିହାରର ବକ୍ସରରେ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣା: ୪ ମୃତ, ଶତାଧିକ ଆହତ

ପାଟନା (କେନ୍ୟୁଜ): ପୁଣି ଟ୍ରେନ୍ ଟ୍ରାଜେଡୀ । ବିହାରରେ ଲାଇନଚ୍ୟୁତ ହେଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲାଇନଚ୍ୟୁତ ହୋଇଛି ୨୧ଟି ବଗି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି…

ସୁପ୍ରିମ୍‌କୋର୍ଟରେ ବିହାର ଜାତି ଜନଗଣନା ମାମଲା; ଅକ୍ଟୋବର ୬ରେ ଶୁଣାଣି

ବିହାରରେ ଜାତି ଜନଗଣନାକୁ ନେଇ ସୁପ୍ରିମ୍‌କୋର୍ଟ ଅକ୍ଟୋବର ୬ରେ ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଅକ୍ଟୋବର ୬ରେ ଶୁଣାଣି ହେବ। ଆବେଦନକାରୀଙ୍କ ଓକିଲ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ ବିହାର ସରକାର ଜାତି ସର୍ବେକ୍ଷଣ ତଥ୍ୟ ଜାରି କରିଛନ୍ତି।…

ପରୀକ୍ଷାରେ କମ୍‌ ନମ୍ବର ଆସିବାରୁ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ, ତଳେ ଥିବା ଯୁବକ ଧରିବାକୁ କରିଥିଲେ ଚେଷ୍ଟା

ବିହାର ରାଜଧାନୀ ପାଟନାର ବୃଦ୍ଧା କଲୋନୀରେ ଜଣେ ଛାତ୍ରୀ ଚାରି ମହଲାରୁ ଡେଇଁ ସୁଇସାଇଡ କରିଛି । ଯୁକ୍ତ ୨ ପଢୁଥିବା ଛାତ୍ରୀ ଜଣକ ପରୀକ୍ଷାରେ କମ୍‌ ମାର୍କ ରଖିଥିଲେ । ଏଥିପାଇଁ ସବୁବେଳେ ଡିପ୍ରେସନରେ ରହୁଥିଲେ । ତେବେ ଛାତ୍ରୀ ଜଣକ ଆତ୍ମହତ୍ୟା କରୁଥିବାର ଲାଇଭ ଭିଡିଓ ସୋସିଆଲ ମିଡିଆରେ…

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି; ବିହାରର ଦ୍ୱିତୀୟ ବୃହତ୍ତମ ହସ୍ପିଟାଲ IGIMSରେ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ବିହାରର ରାଜଧାନୀ ପାଟନାରେ ଦ୍ୱିତୀୟ ବୃହତ୍ତମ ହସ୍ପିଟାଲ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ଆଇଜିଆଇଏମ୍ଏସ୍)ରେ ସରକାର ଏକ ବଡ଼ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ରୋଗୀମାନଙ୍କ ପିଛା ସମସ୍ତ ଖର୍ଚ୍ଚ ରାଜ୍ୟ…