ସୁପ୍ରିମ୍କୋର୍ଟରେ ବିହାର ଜାତି ଜନଗଣନା ମାମଲା; ଅକ୍ଟୋବର ୬ରେ ଶୁଣାଣି
ବିହାରରେ ଜାତି ଜନଗଣନାକୁ ନେଇ ସୁପ୍ରିମ୍କୋର୍ଟ ଅକ୍ଟୋବର ୬ରେ ଶୁଣାଣି କରିବେ। ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଅକ୍ଟୋବର ୬ରେ ଶୁଣାଣି ହେବ। ଆବେଦନକାରୀଙ୍କ ଓକିଲ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି ଯେ ବିହାର ସରକାର ଜାତି ସର୍ବେକ୍ଷଣ ତଥ୍ୟ ଜାରି କରିଛନ୍ତି।…