Browsing Tag

bjp mla

ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

(କେନ୍ୟୁଜ): ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଏତଲା। ପାଇକମାଳ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ । ପଦ୍ମପୁର ଓ ପାଇକମାଳ ଥାନାରେ ଦୁଇଟି ଏତଲା ହୋଇଛି । କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏତଲା ଦେଇଛନ୍ତି ଜିଏସଟି ଅଧିକାରୀ। ପାଇକମାଳରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ…

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ, ଭୁବନେଶ୍ୱର ଏମ୍ସରେ ଥିଲେ ଚିକିତ୍ସାଧୀନ

ଭୁବନେଶ୍ୱର (କେନ୍ୟୁଜ): ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। କିଡନୀ ରୋଗରେ…

ସେମାନେ ଜଣଙ୍କୁ ମାରିଲେ, ଆମେ କିନ୍ତୁ ୫ ଜଣଙ୍କୁ ହତ୍ୟା କରିଛୁ, ଏପରି କହି ବିବାଦକୁ ଆସିଲେ ପୂର୍ବତନ ବିଜେପି ବିଧାୟକ…

ନୂଆଦିଲ୍ଲୀ : ରାଜସ୍ଥାନର ବିଜେପି ନେତା ଜ୍ଞାନଦେବ ଆହୁଜା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ଯେ "ଆମେ ତାଙ୍କର ପାଞ୍ଚ ଜଣଙ୍କୁ ହତ୍ୟା କରିଛୁ, କିନ୍ତୁ ପ୍ରଥମ ଥର ପାଇଁ ଏହି ଲୋକମାନେ…

ବର୍ଷା ନ ହେବାରୁ ଚିନ୍ତିତ ମହିଳାମାନେ ବିଜେପି ବିଧାୟକଙ୍କୁ ବୋଳିଲେ କାଦୁଅ, ଜାଣନ୍ତୁ କଣ ରହିଛି ଏଠାର ପରମ୍ପରା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଦେଶର କିଛି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତର ପ୍ରଦେଶରେ ସୁଖା ପଡ଼ିଛି । ନିଅଣ୍ଟିଆ ବର୍ଷା କାରଣରୁ ଉତ୍ତର ପ୍ରଦେଶର ଅନେକଗୁଡ଼ିଏ ଜିଲ୍ଲାରେ ଲୋକେ ଗରମରେ ଛଟପଟ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଗଲେ ରାଜ୍ୟ ବିଜେପିର ୧୨ ଜଣ ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ଗଲେ ବିଜେପି ବିଧାୟକ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥକ ଓ ପ୍ରସ୍ତାବକ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ । ଏମାନଙ୍କ ଭିତରେ ଅଛନ୍ତି ଜୟନାରାୟଣ ମିଶ୍ର, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ…