ଲିକ୍ ହେଲା ଜନ୍ ଆବ୍ରାହମଙ୍କ ଆଟାକ୍ ମୁଭି, ଅନଲାଇନରେ ଏହି ୱେବସାଇଟରୁ HD ପ୍ରିଣ୍ଟରେ ଡାଉନଲୋଡ୍ ହେଉଛି ଫିଲ୍ମ
ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ RRR ଲିକ୍ ହେବା ପରେ ଜନଙ୍କ ଫିଲ୍ମ ବର୍ତ୍ତମାନ ଫିଲ୍ମ ପାଇରେସି ମାଧ୍ୟମରେ ଚୋରା ସାଇଟରେ ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ । ଫିଲ୍ମ 'ଆଟାକ୍' ର ରିଲିଜ୍ ଗୋଟେ ଦିନ ହିଁ ହେଇଛି ହେଲେ ଫିଲ୍ମ ବର୍ତ୍ତମାନ ଅନଲାଇନରେ ଲିକ୍ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିରେ…